• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା-----

ଆପଣଙ୍କ ଜୀବନରେ କିଛି ବଦଳିବ ନାହିଁ,ଯେ ପର୍ଯ୍ୟନ୍ତ ଆପଣ ନିଜକୁ ବଦଳାଇବେ ନାହିଁ ।

  1. ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି
  2. ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର ଆଇଟିଆର ପକ୍ଷରୁ ଚାନ୍ଦିପୁର ଉପକୂଳରୁସାଣ୍ଟ’ (ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି
  3. ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆୟୁଧ ହେଉଛି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଏବଂ ଏହାକୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି କରିବା ଆବଶ୍ୟକ 
  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡ଼ିଓ କନ୍ଫରେନ୍ସ ଜରିଆରେ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ୍‌ ‘ମୋ ବିଦ୍ୟୁତ ମୋବାଇଲ୍ଆପ୍ ଲୋକାର୍ପଣ କରିଛନ୍ତି -ଟି ପଦକ୍ଷେପ ଅଧୀନରେ ଆରମ୍ଭ କରାଯାଇଥିବା ଏହି ଆପ୍ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବାଯଥା ବିଦ୍ୟୁତ୍ସଂଯୋଗ ପାଇଁ ଆବେଦନ , ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ
  5. କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଆୟୁଷ୍ମାନ ସହକାର ଯୋଜନା ଆରମ୍ଭ କରିଛନ୍ତି ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିରେ ସମବାୟ ସମିତିକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସହାୟତା ଦେବ
  6. ଭାରତ ସରକାରଙ୍କପିଏମ୍କୁସୁମଯୋଜନା ରାଜ୍ୟରେ ଦିଶାହୀନ ହୋଇ ଚାଲିଛି
  7. ଆରୋଗ୍ୟ ହାର ୮୮.୨୬ ପ୍ରତିଶତ : କୋଭିଡ ଆରୋଗ୍ୟ କ୍ଷେତ୍ରରେ ଭାରତ ଶୀର୍ଷରେସର୍ବଭାରତୀୟ ସ୍ତରରେ ଓଡିଆଙ୍କ ଦବଦବା, ଦେଶର ୧୦ ସୁପରକ୍ରାଟ ମଧ୍ୟରେ ଜଣ ଓଡିଆ. ପି.କେ. ମିଶ୍ର ପ୍ରଥମ, ତୃତୀୟରେ ଶକ୍ତିକାନ୍ତ ଦାଶ ସପ୍ତମରେ ଗିରିଶ ମୁର୍ମୁ 
  8. ଭାରତର ଘରୋଇ କମ୍ପାନିଙ୍କ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଦୁଇଟି କୋଭିଡ୍ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନାକବୁନ୍ଦା ପରୀକ୍ଷଣ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି
  9. ଏସିଆରେ ଭାରତର ପ୍ରାଧାନ୍ୟ କମୁଛି: ଆମେରିକା କ୍ଷମତାଶାଳୀ, ଦ୍ବିତୀୟରେ ଚୀନ୍ ଚତୁର୍ଥକୁ ଖସିଲା ଭାରତ, କୂଟନୈତିକ ପ୍ରଭାବରେ ଉନ୍ନତି
  10. ଧନୀ ଗ୍ରହଣ କରନ୍ତୁପୋଷ୍ୟ ପରିବାରମାସକୁ ୫୦୦୦ ଟଙ୍କା ଦେବେ ବଳଦରେ ଟିକସ ରିହାତି ପାଇବେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.