• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା......

ଯେତେବେଳେ ଆମ ଭିତରେ ପରସ୍ପରର ଦୃଷ୍ଟିକୋଣ ରୁ ପରିସ୍ଥିତି କୁ ବୁଝିବାର କ୍ଷମତା ଆସିଯାଏ ; ଆମର ସମ୍ବନ୍ଧ ସେତେବେଳେ ବହୁତ ଭଲ ରେ ଚାଲେ ।

  1. ଭାରତୀୟ ସେନାରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସେବାରତ ଦୁଇ ଓଡ଼ିଆ ଯବାନ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନା ପଦୋନ୍ନତି ପାଇ ଲେଫ୍ଟନାଂଟ ଅଧିକାରୀ ପାହ୍ୟା ହାସଲ କରିଛନ୍ତି
  2. ଶବ୍ଦଠାରୁ ଅଧିକ ବେଗରେ ଉଡାଣ କରିପାରୁଥିବା ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି ଭାରତୀୟ ନୌସେନାର ଆଇଏନଏସ ଚେନ୍ନାଇରୁ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି
  3. ଦେଶର ୩୦% ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏବଂ ସେମାନଙ୍କ ଦେହରେ କରୋନାକୁ ମୁକାବିଲା କରିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଏହି ପ୍ୟାନେଲ ମତ ଦେଇଛି
  4.  ଇଣ୍ଡିଆନ୍ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍କୁ ସୁପର ଓଭରରେ ବିଜୟ ଲାଭ କରିଛି କୋଲକାତା ନାଇଟ୍ରାଇଡର୍ସ ଆବୁଧାବିର ଶେଖ ଜୟେଦ୍ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍୧୬୪ ରନ୍ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିଲା 
  5. ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍ଏକ୍ସପ୍ରେସ୍ଟ୍ରେନ୍ ଚଳାଚଳ ଆରମ୍ଭ କରିଛି କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍ଏକ୍ସପ୍ରେସ୍ଟେନ୍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍କରାଯାଇଥିଲା 
  6. ଜଣେ ଗ୍ରାହକଙ୍କୁ ଏକ ସମୟରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ୨୪ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବବର୍ତ୍ତମାନ ସମୟରେ ଉପଭୋକ୍ତାମାନେ ଏଟିଏମରୁ ପାଞ୍ଚଟି ମାଗଣା କାରବାର କରୁଛନ୍ତି ଏହା ପରେ ଯଦି ସେହି ମାସରେ ଅଧିକ କାରବାର କରାଯାଏ, ତେବେ ଷଷ୍ଠ କାରବାରର ମୂଲ୍ୟ ୨୦ ଟଙ୍କା ଦେବାକୁ ପଡୁଛି
  7. ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋଟରୋଲାର ଟ୍ରୁ ଓୟାରଲେସ ଇୟରବଡ ଭାରତୀୟ ବଜାରରେ ବଜାରରେ ପର୍ବେଶ କରିଛି ମୋଟରୋଲାର ଟେକ୍ ଟ୍ରାଇକ୍ସ ଇୟରବଡ୍(Tech3 TriX) ଗୋଟିଏରେ ତିନୋଟିର ଫିଚର ପାଇପାରିବେ ଏହାକୁ ଆମେ ଥ୍ରୀ ଇନ ଓ୍ବାନ ମଧ୍ୟ କହି ପାରିବା
  8. କୋଭିଡ୍ସମୟରେ ଖବରକାଗଜ ପଠନକୁ ନେଇ ପାଠକଙ୍କ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ ଖବରକାଗଜ ଦ୍ବାରା କରୋନା ବ୍ୟାପେନାହିଁ ଏବଂ ଏହାର ପଠନ ସଂପୂର୍ଣ୍ଣ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.