- ଚଳିତ ମାସ ୧୫ରେ ପାଞ୍ଚଟି ରାଜ୍ୟର ୩୯ଟି କୋଇଲା ଖଣି ନିଲାମ କରାଯିବ। ସେଥିରେ ଓଡ଼ିଶାର ୧୯ଟି ଖଣି ରହିଛି। ସେଥିରୁ ୮ଟି ପୂର୍ଣ୍ଣ ଅନୁସନ୍ଧାନ ହୋଇଥିବା ଖଣିଥିବା ବେଳେ ୧୧ଟି ଆଂଶିକ ଅନୁସନ୍ଧାନ ହୋଇଥିବା ଖଣି ରହିଛି।
- ଦୀର୍ଘ ୧୬ ବର୍ଷ ଶାସନ କରିବା ପରେ ହମାସ୍ ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଥିବା କଥା ଆଜି ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ୟୋୟଭ୍ ଗାଲାଣ୍ଟ୍ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି।
- ଇସ୍ରାଏଲୀ ସେନା ଗାଜା ସହରରେ ପଶି ଛାରଖାର କରୁଛି। ଗାଜା ସହରର ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଇସ୍ରାଏଲ ସେନା ସୋମବାର ପହଞ୍ଚି ଯାଇଛନ୍ତି। ଉତ୍ତର ଗାଜାକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାଲାଗି ଇସ୍ରାଏଲ ସେନା ଉଦ୍ୟମ ଚଳାଇଛି।
- ଏନ୍ସିଆର୍ରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସୁପ୍ରିମ୍କୋର୍ଟଙ୍କ ସମ୍ପୂର୍ଣ୍ଣ ନିଷେଧାଦେଶକୁ ଉଲ୍ଲଂଘନ କରାଯାଇଥିଲା। ଏଥିପାଇଁ ଭାରତୀୟ ଜନତା ପାର୍ଟି ନେତାମାନଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ।
- ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଛି।
- ୨୦୦୯-୧୦ ପରେ ପ୍ରଥମ ଥର ପାଇଁ ଚୀନ୍କୁ ପଛରେ ପକାଇ ଭାରତ ଆମେରିକାରେ ଅନ୍ତର୍ଜାତୀୟ ସ୍ନାତକ ଛାତ୍ରଛାତ୍ରୀଙ୍କ ସର୍ବବୃହତ୍ ଉତ୍ସ ପାଲଟିଛି ଏବଂ ୨୦୨୨-୨୩ ଶିକ୍ଷାବର୍ଷରେ ୨,୬୮,୯୨୩ ଜଣ ଭାରତୀୟ ଛାତ୍ରଛାତ୍ରୀ ଆମେରିକୀୟ ଅନୁଷ୍ଠାନରେ ଅଧ୍ୟୟନ କରିଛନ୍ତି।
- ୩୨ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ରେମଣ୍ଡ୍ ମାଲିକ ଗୌତମ ସିଙ୍ଘାନିଆ। ଭାରତର ଧନୀକ ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଙ୍ଘାନିଆ ସୋମବାର ଏହି ଘୋଷଣା କରିଛନ୍ତି।
- ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି।
- ଟାଟା ଗ୍ରୁପର ଇସ୍ପାତ କମ୍ପାନି ଟାଟା ଷ୍ଟିଲ୍ ନେଦରଲ୍ୟାଣ୍ଡ୍ ସ୍ଥିତ ଇଜମୁଡେନ ୟୁନିଟ୍ କାରଖାନାରେ ୮୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାମ କରନ୍ତି।
- ଗ୍ରାହକମାନେ ଯେଉଁ ଆପତ୍ତି ଅଭିଯୋଗ କରୁଛନ୍ତି ତାହାକୁ ତୁରନ୍ତ ବିଚାରକୁ ନେଇ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ରାଜ୍ୟର ବୀମା ଲୋକପାଳ ମନୋଜ ପରିଡ଼ା ବୀମା କଂପାନିଗୁଡ଼ିକୁ କହିଛନ୍ତି।
- ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ସିଇସ ଏଲନ୍ ମସ୍କଙ୍କ ଜୀବନୀ ଉପରେ ହଲିଉଡ୍ ସିନେମା ତିଆରି ହେବ। ‘ବ୍ଲାକ୍ ସ୍ବାନ’ ସିନେମାର ନିର୍ଦ୍ଦେଶକ ଡାରେନ ଆରୋନୋଫକ୍ସି ଏହାର ନିର୍ଦ୍ଦେଶନା ଦେବେ।
- ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୌତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କୁ ପାଞ୍ଚ ବର୍ଷ ପାଇଁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛି।
- ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଉଥିବା ନେଇ ତାମିଲନାଡୁ ପୋଲିସ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚେନ୍ନାଇ ପୋଲିସ କହିଛି, ଦୀପାବଳିରେ ୫୫୪ ମାମଲା ରୁଜୁ ହୋଇଛି।
- ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା ଅଛି। ଏହା ହାସ୍ୟାସ୍ପଦ ନୁହେଁ ଏହା ସତ୍ୟ। ବାସ୍ତବରେ, ୩୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଦର୍ଶାଉଛି
- ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୫୦ ମଲ୍ଟି ପର୍ପୋଜ୍ ସାଂସ୍କୃତିକ-କମ-କମ୍ୟୁନିଟି ସେଣ୍ଟରକୁ ସଂରକ୍ଷଣ କରିବା ନିମେନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l ୨୨ଟି ଜିଲ୍ଲାରେ ଏଥିପାଇଁ ୪୫ କୋଟି ଟଙ୍କା ହେଲା ମଞ୍ଜୁର l
- ଆସନ୍ତା ୨୧ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁରଠାରେ ୩ଟି ନୂଆ ଟ୍ରେନର କରିବେ ଶୁଭାରମ୍ଭ
- ଏଣିକି ଡାକ୍ତରଖାନା ପରିସରରୁ ହଟିବ ସମସ୍ତ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।
- ଲେଖିକା ବନସ୍ମିତାଙ୍କ ବିରୋଧରେ ଅପପ୍ରଚାର ନେଇ ବ୍ଲାକମେଲିଂ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ ।
- ପାର୍ବଣ ଋତୁରେ ମହଙ୍ଗା ମାଡ଼ରୁ ମିଳିଲା ଆଶ୍ବସ୍ତି, ଅକ୍ଟୋବରରେ ଖସିଲା ୪ ମାସ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି l
- ଭାରତର ପ୍ରଥମ ଅଧିନାୟକ ଭାବେ କୌଣସି ବିଶ୍ୱକପରେ ୫୦୦ରୁ ଅଧିକ ରନ କରିବାର କୀର୍ତ୍ତିମାନ ହାସଲ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା l
© 2022 Amarisatya Magazine All Rights Reserved
Design & Developed By Zemusi Tech Solution