-
ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା
-
ଗାଜା ଷ୍ଟ୍ରିପ୍ ଯିବା ବାଟରେ ମଙ୍ଗଳବାର ଦିନ ‘ୟୁନିସେଫ୍’ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ କ୍ୟାଥେରାଇନ୍ ରସେଲ୍ ଇଜିପ୍ଟରେ କାର୍ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା କଥା ବୁଧବାର ଦିନ ‘ୟୁନିସେଫ୍’ର ଜଣେ ମୁଖପାତ୍ର କହିଛନ୍ତି।
-
ନୀତି ଆୟୋଗ ରିପୋର୍ଟ ‘ଲର୍ଣ୍ଣିଂସ୍ ଫ୍ରମ୍ ଲାର୍ଜ-ସ୍କେଲ୍ ଟ୍ରାନ୍ସଫର୍ମେସନ ଇନ୍ ସ୍କୁଲ୍ ଏଜୁକେସନ୍’ ଅନୁଯାୟୀ, ସମାନ ସଂଖ୍ୟକ ପିଲାଙ୍କ ପାଇଁ ଭାରତରେ ଚୀନ୍ ତୁଳନାରେ ପାଞ୍ଚ ଗୁଣ ଅଧିକ ସ୍କୁଲ ରହିଛି।
-
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରସିଦ ମଙ୍ଗଳବାର କହିଛନ୍ତି ଯେ କାଶ୍ମୀର ଗାଜା ନୁହେଁ। ସେ ପୂର୍ବରୁ କାଶ୍ମୀରର ପଥରମାଡ଼କାରୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିବା ନେଇ ପଚରାଯିବାରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
-
ସାରା ଦେଶରେ ରାଜସ୍ଵ ବଳକା ଭାବେ ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି l
-
ହାଇକୋର୍ଟ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଲେ l
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ କୋଟିରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ପ୍ରଦାନ କଲେ l
-
ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏଣିକି ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର ।
-
ପ୍ରଧାନମନ୍ତ୍ରୀ ମୋଦୀ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍’ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଅଧ୍ୟକ୍ଷତା କରିବେ, ସାମିଲ ହେବେ ୧୨୫ ଦେଶ l
-
ବିଶ୍ୱ ପ୍ରଶିଦ୍ଧ କେଦାରନାଥଧାମର କବାଟ ଭକ୍ତଙ୍କ ନିମନ୍ତେ ଗତକାଲି ବନ୍ଦ ହେଲା l ମନ୍ଦିରର କବାଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ବନ୍ଦ ରହି ୨୦୨୪ ଏପ୍ରିଲ ୨୫ ତାରିଖରେ ପୁଣି କବାଟ ଖୋଲିବ।
-
ବଜାଜ ଫାଇନାନ୍ସକୁ ଉପରେ ଆର୍ବିଆଇ ଲଗାଇଲା ଛାଟ, ଇକମ ଓ ଇନଷ୍ଟା ଇଏମ୍ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ହେଲା ନିର୍ଦ୍ଦେଶ
-
ଚଳିତ ଆର୍ଥିକ ବର୍ଷରେ ବଢିଲା ଦେଶର ରପ୍ତାନୀ l ରିପୋର୍ଟ ଅନୁସାରେ ଅକ୍ଟୋବରରେ ରପ୍ତାନୀ ୬.୨୧% ହେଲା ବୃଦ୍ଧି l
-
ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱାଲ ଗତକାଲି କଲେ ଘୋଷଣା l
-
ପାକିସ୍ତାନରେ ଗତ ୭ ମାସ ମଧ୍ୟରେ ୭ ଜଣ ଭାରତ ବିରୋଧୀ କୁଖ୍ୟାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଆତଙ୍କବାଦୀଙ୍କୁ ଚଳିତମାସରେ ହତ୍ୟା କରାଯାଇଛି। ଜୈଶ-ଏ-ମହମ୍ମଦ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁ ଉକ୍ତ ହତ୍ୟା କରାଯାଇଛି।
-
ଗାଜା ଉପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ନଭେମ୍ବର ୧୫ (ବୁଧବାର) ଥିଲା ଏହି ଯୁଦ୍ଧର ୪୦ତମ ଦିନ। ବୁଧବାର ଗ୍ରାଉଣ୍ଡ ଅପରେସନ ସମୟରେ ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜାର ସର୍ବବୃହତ ହସ୍ପିଟାଲ ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା।
-
ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୪-ଏ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ତାଙ୍କୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ କର୍ନାଟକ ହାଇକୋର୍ଟ ଜଣେ ଯୁବକଙ୍କୁ ଦିଆଯାଇଥିବା ୬ମାସର କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି।
-
ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ।
-
ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି।
-
ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ କଲା ପ୍ରବେଶ l ୱାଙ୍ଖଡେ ଷ୍ଟାଡ଼ିୟମରେ ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକ ପରେ ମହମ୍ମଦ ସାମିଙ୍କ ୭ଟି ୱିକେଟ ବଳରେ ଭାରତ କ୍ରମାଗତ ଦଶମ ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ କଲା ପକ୍କା।
-
ସଚିନ ତେନ୍ଦୁଲକରଙ୍କ ୩ ବଡ଼ ରେକର୍ଡ ଭାଙ୍ଗିଲେ ‘କିଙ୍ଗ କୋହଲି’, ପରେ କ୍ରିକେଟ୍ ଗଡ୍ ସଚିନଙ୍କ ଆଗରେ ନୁଆଇଁଲେ ମୁଣ୍ଡ l ବିଶ୍ଵକପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ରନ କରିବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଶହ ସର୍ବାଧିକ ଥର ୫୦ରୁ ଉର୍ଦ୍ଧ୍ଵ ସ୍କୋର କରିବାରେ ମାଷ୍ଟର ବ୍ଲାରଷ୍ଟରଙ୍କୁ ପକାଇଲେ ପଛରେ l
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.