• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.  ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଥମ ଥର ଲାଗି କୋଭିଡ୍-୧୯ ଟିକା ପ୍ରଦର୍ଶନ କଲା ଚୀନ୍

2.  ସୁଦାନରେ ସମାପ୍ତ ହେଲା ୩୦ ବର୍ଷର ଇସଲାମି ଶାସନ, ଏବେ ହେବ ଗଣତାନ୍ତ୍ରିକ ରାଷ୍ଟ୍ର

3.  ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଆଇପିଏଲ

4.  ଓପିଏସସି କରିବ ବିଶ୍ୱବିଦ୍ୟାଳୟ ନିଯୁକ୍ତି, ଅବଗତ କରାଇଲା ଉଚ୍ଚଶିକ୍ଷା ବିଭାଗ

5.  ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି

6. ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରଥମ ଥର ଲାଗି ଆନ୍ତର୍ଜାତିକ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ  ଅବସରରେ ଅନୁଷ୍ଠିତ ୱେବିନାରରେ ଅଧ୍ୟକ୍ଷତା କରି କହିଛନ୍ତି, ସରକାର ୧୨୨ଟି ପ୍ରଦୂଷିତ ସହରରେ        ବାୟୁ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ପ୍ରତିଶ୍ରୁତିବ   ଦ୍ଧ

7.ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧                     ପ୍ରାରମ୍ଭରେ ଚନ୍ଦ୍ରଯାନ- ଅଭିଯାନ  ଆରମ୍ଭ କରିପାରେ

8. ଖର୍ଚ୍ଚ ପରିଚାଳନାରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟ ନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ପକ୍ଷରୁ ଏକ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍ଏସ୍‌) ପ୍ରସ୍ତୁତ କରାଯାଇଛି ବ୍ୟାଙ୍କର                          ୩୦,୧୯୦ ଜଣ କର୍ମଚାରୀ ଏହି ସ୍କିମ୍ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି

9. କୋଭିଡ୍-୧୯ ମହାମାରୀର ପ୍ରଭାବ ଜାରି ରହିଥିବାରୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ପାଇବ ବୋଲି ହେଉଥିବା ଚର୍ଚ୍ଚାକୁ ଆୟୋଗର ଅଧ୍ୟକ୍ଷ ଏନ୍କେ ସିଂହ ଖଣ୍ଡନ କରିଛନ୍ତି

10 ଗତ ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ୩୫. ଟନକୁ ବୃଦ୍ଧି ପାଇଛି, ଯାହାକି ଅଗଷ୍ଟ ୨୦୧୯ ରେ ୧୪. ଟନ ଥିଲା ଫଳରେ ଗତ ବର୍ଷ ତୁଳନାରେ ଭାରତର ସୁନା ଆମଦାନୀ ଗୁଣରୁ ଅଧିକ                 ହାରରେ ବୃଦ୍ଧି ପାଇଛି ସେହିପରି ଗତ ଜୁଲାଇ ମାସରେ ଭାରତର ସୁନା ୨୫. ନିୟୁତ ଟନ ଥିଲା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.