• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.  ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା 

2.  ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ  ଗିରଫ ହୋଇଛନ୍ତି ଡ୍ରଗ୍ସ ଲିଙ୍କ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ଗିରଫ କରିଛି ୩ଦିନ ଜେରା ପରେ ଆଜି ଗିରଫ ହୋଇଛନ୍ତି ରିୟା 

3. ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ବନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ

4.  ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮. ବିଲିୟନ ଡଲାର ରହିଛି ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର  ପରିମାଣ ୧୧୪. ବିଲିୟନ ଡଲାର ରହିଛି ୩ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ

5.  କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା କେଉଁ କ୍ଷେତ୍ରଗୁଡ଼ିକର ଋଣ ପୁନର୍ଗଠନ କରିବା ଆବଶ୍ୟକ ତାହା ଜାଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନ କରିଥିବା କେ ଭି କାମାଥ କମିଟି ଏହାର ରିପୋର୍ଟ ଦାଖଲ କରିଛି ଦେଶର ୨୬ଟି କ୍ଷେତ୍ରର ଋଣ ପୁନର୍ଗଠନ ହେବାର ଆବଶ୍ୟକତା ରହିଛି ବୋଲି କମିଟି ସୁପାରିସ କରଛି

6. ଫିଚ୍ରେଟିଂସ୍ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷରେ ଭାରତର ଅର୍ଥବ୍ୟବସ୍ଥାରେ ୧୦. ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରିଛି

7. ନିର୍ମଳା ସୀତାରମଣ ଜୁଲାଇ ୨୭ରେ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଥିଲେ ଏବଂ କହିଥିଲେ ସରକାର ପ୍ରାୟ ୨୩ ସାର୍ବଜନୀନ ସେକ୍ଟରକୁ ଘରୋଇକରଣ କରିବାକୁ ପ୍ରସ୍ତୁତ ଏହାକୁ ପୂର୍ବରୁ କ୍ୟାବିନେଟ୍ରୁ ମଞ୍ଜୁରୀ ମିଳି ସାରିଥିବା ନିର୍ମଳା କହିଥିଲେ 

8. ଜି-୨୦ ଦେଶଙ୍କ ମଧ୍ୟରେ ଭାରତର ଆର୍ଥିକ ସ୍ଥିତି ସବୁଠାରୁ ଦୁର୍ବଳ’- ଆଇଏମ୍ଏଫ୍ ମୁଖ୍ୟ ଗୀତା ଗୋପୀନାଥ

9. ଭାରତରେ ୧ହଜାରରୁ ଅଧିକ ବିଶ୍ୱବିଦ୍ୟାଳୟ, ୪୫ ହଜାର ଡିଗ୍ରୀ କଲେଜ୍‍, ୧୬ଲକ୍ଷ ସ୍କୁଲ୍ ୧କୋଟିରୁ ଊର୍ଦ୍ଧ୍ବ ଶିକ୍ଷକ ଅଛନ୍ତି ଏବଂ ଭାରତ ପାଖରେ ଏହାର

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.