- ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ଆସିଲା ସଂଶୋଧନ, କୁଳପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି।
- . ୩୨୦୦ କୋଟି ଟଙ୍କାର ୭ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ।
- ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ।
- ପ୍ରଥମଥର ଲାଗି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶ୍ରେଷ୍ଠ ୫୦ରେ ପହଞ୍ଚିଲା ଭାରତ।
- ୨୬ରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି।
- ଚୀନ୍ କୁ ଆଉ ପାନେ ଦେଲା ଭାରତ,ପବଜି ସମେତ ୧୧୮ ଆପ୍ ନିଷିଦ୍ଧ। ନିଷିଦ୍ଧ ଆପ୍ ସଂଖ୍ୟା ୨୦୦ ଟପିଲା।
- ଖେଳାଳିଙ୍କ ପାଇଁ ଖୁସି ଖବର, ସ୍ପୋର୍ଟସ୍ କୋଟାରେ ଯୋଡ଼ିହେଲା ଆଉ ୨୦ କ୍ରୀଡ଼ା ।
- ଭାରତ-ଫିନ୍ଲ୍ୟାଣ୍ଡ ଭୂତତ୍ତ୍ୱ ଓ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ।
- ଚୀନ- ଭାରତ ସୀମାରେ ଉତେଜନା ଜାରି । ଲଦାଖର ପୂର୍ବାଂଚଳରେ ଶକ୍ତି ବୃଦ୍ଧିକଲା ଭାରତୀୟ ସେନା : ଉଚ୍ଚସ୍ତରୀୟ ବୈଠକରେ ଅଧିକ ସ୍ୱତନ୍ତ୍ର ବାହିନୀ ମୁତୟନ ପାଇଁ ନିଷ୍ପତି
- ୟୁଏସ୍ ଓପନ୍ : ଦ୍ବିତୀୟ ରାଉଣ୍ଡରେ ସୁମିତ, ୭ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ରେ ସିଙ୍ଗଲ୍ସ ମ୍ୟାଚ୍ ଜିତିବାରେ ପ୍ରଥମ ଭାରତୀୟ
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.