• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚାରି ଥରର ଅଲିମ୍ପିକ ଚାମ୍ପିୟନ ବ୍ରିଟେନ ଧାବକ ମୋ ଫରାହ୍ ନେଦରଲାଣ୍ଡ୍ସର ଧାବିକା ସିଫାନ ହାସାନ ଏକ ଘଣ୍ଟା ଦୌଡ଼ରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି
  2. ରବିବାର ଦିନଇଣ୍ଡିଆନ୍ ପ୍ରିମିୟର୍ଲିଗ୍ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ କହିଛନ୍ତି
  3. ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ଶିକ୍ଷକ , ବସନ୍ତ କୁମାର ସାହୁ ତାପସ କୁମାର ମହାନ୍ତି
  4. ଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡିଶାରୁ ଦୁଇ ଜଣ
  5. ଜର୍ମାନୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ହେଲେ ପ୍ରୀତିପ୍ରଭା, ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ 
  6. ଦେଶର ଇଜ୍ ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ ତାଲିକା କିନ୍ତୁ ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି ଶିଳ୍ପାୟନ ପାଇଁ ବାତାବରଣ ଦୃଷ୍ଟିରୁ କେନ୍ଦ୍ର ତାଲିକା ପ୍ରକାଶ କରୁଛି ଏଥିରେ ପ୍ରଥମ ୩ଟି ସ୍ଥାନରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ତେଲେଙ୍ଗାନା ରହିଛି
  7. ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା
  8. ଭାରତୀୟ ରେଳବାଇରେ ଖାଲି ପହିଥିବା ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିବା ପଦବୀଗୁଡିକ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ
  9.  ଭାରତର ରୋହଣ ବୋପାନ୍ନା କାନାଡ଼ାର ଡେନିସ୍ସାପୋଭାଲୋଭ୍ଙ୍କ ଯୋଡ଼ି  ୟୁଏସ୍ଓପନ୍ଟେନିସ୍ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ୍ କ୍ୱାର୍ଟର୍ଫାଇନାଲରେ ପହଞ୍ଚିଛନ୍ତି
  10. ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ଜନି ବକ୍ସିଙ୍କର ଦେହାନ୍ତ ହୋଇଛି ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା 

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.