• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ସମ୍ବିଧାନର ମୌଳିକ ନିୟମ ଗଠନର ଦ୍ରଷ୍ଟ୍ରା ସନ୍ଥ କେଶବନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ହୋଇଛି ୭୯ ବର୍ଷ ବୟସରେ କେରଳର ଇଦାନୀର ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି 
  2. ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେବ ।
  3. ଚଳିତ ସପ୍ତାହରେ ସାଧାରଣ ଲୋକଙ୍କୁ କରୋନା ଟୀକା: ରୁଷ ସରକାର ଆରମ୍ଭ କଲେ ପ୍ରସ୍ତୁତି
  4. ତାରିଖ ତଥା ଆଜିଠାରୁ ଦୂରଦର୍ଶନ ଚ୍ୟାନେଲ୍ରେ ଯୁକ୍ତ୨ ଦ୍ବିତୀୟ ବର୍ଷ (୨୦୨୧ରେ ପରୀକ୍ଷା ଦେବାକୁ ଥିବା) ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଲାଗି କ୍ଲାସ କରାଯିବ ଛାତ୍ରଛାତ୍ରୀ ଘରେ ରହି ଦୂରଦର୍ଶନ ଚ୍ୟାନେଲ୍ରେ ପଢ଼ିପାରିବେ
  5. IPL 2020: ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍
  6. ଖୋର୍ଦ୍ଧାରେ ଉପରମୁହାଁ କରୋନା ମିଟର: ନିୟନ୍ତ୍ରଣକୁ ଆଣିବା ପାଇଁ ବସିଲା ବୈଠକ, ସଂକ୍ରମଣ କମାଇବାକୁ ଗଞ୍ଜାମ ମଡେଲ ଉପରେ ଗୁରୁତ୍ୱ
  7. ଭୋଡାଫୋନ୍-ଆଇଡିଆ ବର୍ତ୍ତମାନ ଏକ ନୂଆ ବ୍ରାଣ୍ଡ ନାମ ସହିତ ଉପଲବ୍ଧ ହେବ | ଏବେ ଏହାକୁଭିଆଇ’ (‘ଭି’)ବୋଲି କୁହାଯିବ
  8. କରୋନା କାରଣରୁ ୫ମାସ ହେଲା ବନ୍ଦ ଥିବା ମେଟ୍ରୋ ସେବା ପୁଣିଥରେ ଟ୍ରାକକୁ ଫେରିଛି
  9. ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୫ଟି ଅନ୍ତଃରାଜ୍ୟ ଟ୍ରେନ୍ଚଳାଚଳ କରିବ ଏଥିପାଇଁ ଆସନ୍ତା ୧୦ ତାରିଖଠାରୁ ବୁକିଂ ଆରମ୍ଭ ହେବ
  10. ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍କଲାମ ଦ୍ବୀପର ନମ୍ବର ଲଞ୍ଚପ୍ୟାଡ୍ରୁ ହାଇପରସୋନିକ୍ଗତିଶୀଳଯାନ (ଏଚ୍ଏସ୍ଟିଡିଭି/ହାଇପରସୋନିକ୍ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେସନ୍ଭେହିକିଲ୍‌) ପରୀକ୍ଷଣ କରାଯାଇଛି 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.