• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସମିରତ କୌର ବାଦଲ
  2. ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି 
  3. ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍ଷ୍ଟିଚ୍ୟୁସନ୍ଅଫ୍ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ) ଏମିନେଣ୍ଟ ଇଞ୍ଜିନିୟର ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି
  4.  ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର  ହର୍ଷବର୍ଦ୍ଧନ  ଆଶା ପ୍ରକଟ କରିଛନ୍ତି
  5. ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରର ଜଣେ ବର୍ଷ ମାସର କୁନି ବାଳକ ମାର୍କ ଅଗ୍ରୱାଲ ନିକଟ ଅତୀତରେ ଏସିଆ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି 
  6. ହିମାଚଳ ପ୍ରଦେଶ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍‌‌ ତଥ୍ୟ ଅନୁସାରେ ମୋଟ୍ ,୮୧୩ ଜଣ କର୍ମଚାରୀଙ୍କ ମଧ୍ୟରୁ ସୀମା ହେଉଛନ୍ତି ଏକମାତ୍ର ମହିଳା ବସ୍ ଡ୍ରାଇଭର୍, ଯିଏ ମହାମାରୀ ସମୟରେ କାମ କରିବାକୁ ପଛଘୁଞ୍ଚା ଦେଇନଥିଲେ
  7. ଆମରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି କୋଭିଡ-୧୯ ଟିକା ପାଇଁ ତାଙ୍କ ଯୋଜନା ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି ଏହା ଅଧୀନରେ ଦେଶର ସମସ୍ତ ନାଗରିକ ମାଗଣାରେ କରୋନା ଟିକା ପାଇବେ
  8. ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବ ଏବଂ କରୋନା ହିରୋମାନଙ୍କ ସମ୍ମାନାର୍ଥେ ଖେଳାଳିଙ୍କ ଜର୍ସି ପଛରେ ‘ମୋ କୋଭିଡ ହିରୋ ଲେଖାଯିବ
  9. ନୂଆ ଚାଷ ବିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରି ପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସିମରତ କାଉର ବାଦଲ ।
  10.  2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା 10,500କୁ ହେବ ବୃଦ୍ଧି ।
  11. ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାନ୍‌ଣ୍ଟିନୋ। ୨୦୨୬ ଫିଫା ବିଶ୍ବକପ୍‌ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ।
  12. ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ତରଫରୁ ଗୁରୁବାର ଜାରି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି ।
  13. ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ୧୪ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି ଗତ ବର୍ଷର ପରିସଂଖ୍ୟାନ ଦେଖିଲେ ଉତ୍ତରପ୍ରଦେଶରେ ଗତ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି ୨୦୧୯ରେ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି କେବଳ ୟୁପିରେ ଗତ ବର୍ଷ ମଧ୍ୟରେ ଏହି ଧରଣର ୧୧. ହଜାର ଅଧିକ ଦୁର୍ଘଟଣା ଘଟିଛି
  14. ବିଜେପିର ରାଜ୍ୟସଭା ସାଂସଦ ଅଶୋକ ଗାଷ୍ଟି (୫୫)ଙ୍କର ଗୁରୁବାର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଛି ସେପ୍ଟେମ୍ବର ୨ରେ ସେ କରୋନା ସଂକ୍ରମିତ ହେବା ପରେ ସ୍ଥାନୀୟ ମଣିପାଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ
  15.  ଖବର ପାଇବାର ସବୁଠୁ ବିଶ୍ବାସଯୋଗ୍ୟ ଉତ୍ସ ହେଉଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.