• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ ସଂସ୍ଥାଙ୍କୁ ସରକାର ଅନୁମତି ଦେବେ ବୋଲି ଜଣାପଡ଼ିଛି
  2.  ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଫେରିଲା ଲୋକପ୍ରିୟ ପେମେଣ୍ଟ -କମର୍ସ ଆପ ପେଟିଏମ୍ ପେଟିଏମ୍ନିଜର ବିବାଦୀୟ କ୍ରୀଡ଼ା ବେଟିଂକୁ ପ୍ରତ୍ୟାହାର କରିନେବା ପରେ ଗୁଗୁଲ ପେଟିଏମ ଉପରୁ ନିଷେଧାଜ୍ଞା ଉଠାଇନେଇଥିବା ଜଣାଯାଇଛି
  3. ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ
  4. ସରକାର ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ଅନୁମୋଦନ କରିଛନ୍ତି ନୂତନ ଲାଇସେନସଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସକାଶେ ଅନୁମତି ମିଳିଥିବାବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ କରିବା ପାଇଁ ହେଲେ ସରକାରୀ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍କହିଛନ୍ତି 
  5. ମନ୍ତ୍ରୀମାନଙ୍କର ବେତନ ଭତ୍ତା ସଂଶୋଧନ ବିଲ୍‍-୨୦୨୦ ସାଂସଦମାନଙ୍କର ବେତନ, ଭତ୍ତା ପେନ୍ସନ୍ସଂଶୋଧନ ବିଲ୍‍-୨୦୨୦ ଶୁକ୍ରବାର ରାଜ୍ୟସଭାରେ ଗୃହିତ ହୋଇଛି ଏହି ବିଲ୍ଅନୁସାରେ ମନ୍ତ୍ରୀ ସାଂସଦମାନଙ୍କର ବେତନ, ଭତ୍ତା ପେନ୍ସନ୍ଶତକଡ଼ା ୩୦ ଭାଗ ହ୍ରାସ ପାଇବ 
  6. ସାମସଙ୍ଗ ଗାଲାକ୍ସି ଏମ -୫୧ର ମୂଲ୍ୟ ୨୪ ହଜାର ୯୯୯ ରହିଛି ଏଥିରେ ଆପଣ ୬ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ପାଇବେ ସେହିପରି ୮ଜିବି ରାମ ୧୨୮ଜି ଷ୍ଟୋରେଜ ମୋବାଇଲର ମୂଲ୍ୟ ୨୬ ହଜାର୯୯୯ ଟଙ୍କା ରହିଛି ଏମ -୫୧ ପ୍ରାଥମିକ ପର୍ଯ୍ୟାୟରେ ବଜାରକୁ ୨ଟି ରଙ୍ଗର ଆସିଛି ଇଲେକ୍ଟ୍ରିକ୍ ବ୍ଲୁ ସ୍ଲାଷ୍ଟିକ୍ କଳା
  7. ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା କରିବ ଚୀନ୍‌ର ‘ସିନୋଭ୍ୟାକ୍ ବାୟୋଟେକ୍
  8. ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କର ଆଉ ନାହାନ୍ତି।
  9. ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା
  10.  ଆସନ୍ତା ରବିବାର ଠାରୁ ଆମେରିକା‌‌ରେ ଚୀନ୍‌ର ଦୁଇ ଲୋକପ୍ରିୟ ଆପ୍ ଟିକ୍‌ଟକ୍ ଓ ୱିଚାଟ୍ ନିଷିଦ୍ଧ ହେବ
  11. ଦୁବାଇର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅକ୍ଟୋବର ୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଉଡାଣ ଉପରେ ରୋକ୍‌ ଲଗାଇ
  12. ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛା
  13. ବିଶ୍ବସ୍ତରରେ ପରିଚିତ ଦାମୀ ବ୍ୟାଗ୍ କମ୍ପାନୀଲୁଇ ଭିଟୋଁ ମହଙ୍ଗା ମାସ୍କକୁ ନେଇ ଏବେ ଜୋର୍ଚର୍ଚ୍ଚା ଚାଲିଛି ଫେସ୍ସିଲ୍ଡ ଥିବା ମାସ୍କର ମୂଲ୍ୟ ୭୩ହଜାର ଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବରରେ ଏହାର ବିକ୍ରି ଆରମ୍ଭ ହେବ
  14. ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେପ୍ଟେମ୍ବର ୨୧ରୁ କିଛି ସର୍ତ୍ତ ଏବଂ କଟକଣା ସହିତ ସ୍କୁଲ ଖୋଲା ଯାଇପାରିବ ତେବେ ବିଦ୍ୟାଳୟ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.