• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.  ପୋଲାଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ତେଲଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ ଦ୍ୱାରା ଗଠିତ ବୈଷୟିକ କମିଟି ପ୍ରସ୍ତାବ ଦେଇଛି 

2. ଭାରତ ଚାପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଆଇନ ପରିବର୍ତ୍ତନ କରିବେ ନାହିଁ, ଭାରତକୁ ପାକିସ୍ତାନ କୋର୍ଟ ସହ ସହଯୋଗ କରିବାକୁ ପଡିବ ବୋଲି ପାକିସ୍ତାନ କହିଛି

3. ୩୦% ପର୍ଯ୍ୟନ୍ତ କମିପାରେ ରାଜ୍ୟର ଓଡ଼ିଆ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି

4. ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

5. ମର୍ଯ୍ୟାଦାଜନକ ଥୋମାସ କପ୍‌, ଉବେର କପ୍ତଥା ଡେନ୍ମାର୍କ ଓପନ ମାଷ୍ଟର ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି

6. ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବ ଆଉ ଏକ ଟିମ୍ ! ସ୍ବିଡେନ୍ ଦଳର ମୁଖ୍ୟ କୋଚ୍ ହେବେ ଏହି ମହାନ୍ଫିଲ୍ଡର

7.ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଆଜି ଋଣ ପରିଶୋଧ ସ୍ଥଗନ ବା ମୋରାଟୋରିୟମ ଅବଧିକୁ ଚଳିତମାସ ୨୮ ଯାଏ ବୃଦ୍ଧି କରିଛନ୍ତି

8. ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି 

.ସ୍ବତନ୍ତ୍ର ଅଦାଲତରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ବିଚାର; ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

10.ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୬ଟି ନୂଆ ସିଏନ୍ଜି ଷ୍ଟେସନର ଲୋକାର୍ପଣ କରିଛନ୍ତି

(ଗଣମାଧ୍ୟମରୁ ସଂଗୃହିତ)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.