• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.     କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ଓଡ଼ିଶାକୁ ମିଳିବ ୨୫୦୦ କୋଟିର ଋଣ

2.     ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି।

3.     ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶ ପରେ ଫେଭିପିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ଓଡ଼ିଶାରେ ବ୍ରିକି ପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହି ଦୁଇ ଔଷଧ ଓ ଇଞ୍ଜେକ୍ସନକୁ କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି।

4.     ‘ହେଟ୍‌ ସ୍ପିଚ୍ ଅଭିଯୋଗ: ଫେସ୍‌ବୁକ୍ ଅଧିକାରୀଙ୍କୁ ହାଜର ହେବାକୁ ନୋସିଟ୍‌ ଦେଲେ ଦିଲ୍ଲୀ ବିଧାନସଭା କମିଟି ।

5.     ଚୀନ ପଟୁ ବିପଦ ବଢୁଛି, ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର, ବିମାନଘାଟି ନିର୍ମାଣ କରିବ ବାୟୁସେନା ।

6.     ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଥିବା ଜିଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। 

7.     କୋଭିଡ୍ମହାମାରୀ ଯୋଗୁ ଲାଗୁ କରାଯାଇଥିବା ଲକ୍ଡାଉନ୍ରେ ନିଯୁକ୍ତି ହରାଇଥିବା ବେରୋଜଗାରଙ୍କ ପାଇଁ ଭଲ ଖବର କାରଣ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି ବେରୋଜଗାରଙ୍କୁ ଦେବେ ମାସକର ଅଧା ଦରମା କେବଳ କର୍ମଚାରୀ ରାଜ୍ୟ ବୀମା    ଯୋଜନା (ଇଏସ୍ଆଇସି) ସଦସ୍ୟମାନେ ଏହାର ଲାଭ ନେଇପାରିବେ

8.  ଆଇପିଏଲ୍ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଜଣେ କ୍ରିକେଟର ଖେଳିବାକୁ ଯାଉଛନ୍ତି ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେଆର୍‍) ଫାଷ୍ଟବୋଲର ଅଲୀ ଖାଁ

9.      ଓଡ଼ିଆ ସିନେ ଜଗତର ଜଣେ ଖ୍ୟାତନାମା ନିର୍ଦେଶକ ଶିଶିର ମୋହନ ପତି(ବୁଟୁ)ଙ୍କର ପରଲୋକ ହୋଇଛି ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା

10. ଆମେରିକା ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯- ଭୋଟରେ ପାରିତ ହୋଇଯାଇଛି

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.