• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି

2. ପ୍ରକାଶ ପାଇଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନେଇ ଡିପିଆଇଆଇଟି ରାଙ୍କିଙ୍ଗ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ଏହି ରାଙ୍କିଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଶୀର୍ଷରେ ରହି ପ୍ରଥମ ସ୍ଥାନ ଅଧିକାର କରିଛି

3. ମୁଡିସ୍ଇନ୍ଭେଷ୍ଟର୍ସ ସର୍ଭିସ୍ଆଜି ଦେଶର ଆର୍ଥିକ ଅଭିବୃଦ୍ଧିରେ ଢେର ହ୍ରାସ ଘଟୁଥିବା ରି​‌ପୋର୍ଟରେ ଦର୍ଶାଇଛି ରି​‌​‌ପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ମାଇନସ୍୧୧.% ରହିବ 

4. ହର୍ଷବର୍ଦ୍ଧନ କହିଛନ୍ତି ଯେ ୨୦୨୧ ପ୍ରଥମ ତ୍ରୟମାସିକ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ 

5. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା 

6. ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା

7. ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି ଯାହାକି କାଳକ୍ରମେ ସାଂପ୍ରତିକ ପରିସ୍ଥିତି ଅନୁଯାୟୀ ଗୁରୁତ୍ୱ ହରାଇଲାଣି ଆଇନ ବିଭାଗ ପକ୍ଷରୁଓଡ଼ିଶା ରିପେଲିଂ ଆଇନ-୨୦୨୦ଅଣାଯାଇଛି ଏଥିରେ ୬୯୯ଟି ପୁରୁଣାକାଳିଆ ଆଇନ ବନ୍ଦ କରାଯିବା ଲାଗି ପ୍ରସ୍ତାବ ରହିଛି

8. ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି

9. ୟୋଶିହିଡ଼େ ସୁଗା ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ

10. ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.