• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.  କୃଷି ସଂକ୍ରାନ୍ତୀୟ ୩ଟି ବିଲ୍ ଲୋକସଭାରେ ଉପସ୍ଥାପିତ

2. ସୀମାରେ ଚୀନ୍ ବିଛାଇଛି ଅପଟିକାଲ ଫାଇବର କେବୁଲ, ଭାରତକୁ ଭରସା ରେଡିଓ

3. ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ୧୮୬୧    ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ

4. ୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି

5. ତାଜମହଲ ନିକଟରେ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟ ବର୍ତ୍ତମାନ ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ ସଂଗ୍ରହାଳୟରେ ଶିବାଜୀଙ୍କ ଇତିହାସ ମଧ୍ୟ ଲିପିବଦ୍ଧ ହେବ 

6. ଆଇପିଏଲ୍ ଚଳିତ ସଂସ୍କରଣରେ କଲକାତା ନାଇଟ୍ରାଇଡର୍ସ (କେକେଆର୍‌) ଦଳର ନେତୃତ୍ବ ନେବେ ଦିନେଶ କାର୍ତ୍ତିକ 

7. ଜାତୀୟ ହୋମିଓପାଥି କମିଶନ୍ବିଲ୍୨୦୧୯ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍ବିଲ୍୨୦୨୦ ଲୋକସଭାରେ ଗୃହିତ ହୋଇଛି ଉଭୟ ହୋମିଓପାଥି ଚିକିତ୍ସା ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ ମୂଳ ଲକ୍ଷ୍ୟ ଦୁଇଟି ଯାକ ବିଲ୍ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା

8. ଦୁଇ ବର୍ଷରେ ବାଘ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି :ସାତକୋଶିଆ ପାଇଁ ୧୧.୧୯ କୋଟି ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮ କୋଟି -ହାତୀଙ୍କ ସଂରକ୍ଷଣ ସୁରକ୍ଷା ପାଇଁ ମିଳିଛି .୬୮ କୋଟି

9. ଆନ୍ତର୍ଜାତିକ ସ୍ତରରେ କୋଭିଡ ମୃତ୍ୟୁହାର . ପ୍ରତିଶତ ଥିବାବେଳେ ଭାରତରେ ଏହା .୬୫% ରହିଛି ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ . ଭାଗ ଲୋକଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡୁଛି   ପ୍ରତିଶତରୁ କମ୍ଲୋକଙ୍କୁ ଆଇସିୟୁରେ ରଖାଯାଇଛି

10.ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ୁରୋପରେ ଅତି ଜଟିଳ ସ୍ଥିତି ଉପୁଜିବ ଏବଂ ଅଧିକ କରୋନା ମୃତ୍ୟୁ ହେବ ବୋଲି (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ‘ହୁୟୁରୋପ୍ନିର୍ଦ୍ଦେଶକ ହାନ୍କ୍ଲୁଗ୍କହିଛି ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍ରେ ହଠାତ୍ସଂକ୍ରମଣ ବଢ଼ିଯାଇଛି ବିଶେ କରି ସ୍ପେନ୍ଏବଂ ଫ୍ରାନ୍ସରେ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ବଢ଼ିଛି

11. ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି

ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ ଇସ୍ପାତ ମନ୍ତ୍ରାଳୟର ପୂର୍ବୋଦୟ ନୀତିର ଅଂଶବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ

12.ସଂସଦରେ ଦି ଫାର୍ମର୍ସ ପ୍ରଡ୍ୟୁସ୍ଟ୍ରେଡ୍ଆଣ୍ଡ୍କମର୍ସ (ପ୍ରମୋସନ ଆଣ୍ଡ୍ଫାସିଲିଟେସନ) ଅଧ୍ୟାଦେଶ, ୨୦୨୦ ନିଶ୍ଚିତ ମୂଲ୍ୟ କୃଷି ସେବା ଉପରେ କୃଷକ (ସଶକ୍ତୀକରଣ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.