• +91-9861016349 / +91-9437281655
  • Email: amarisatya@gmail.com

Odia Current News

1-ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

2.ପୂର୍ବତନ ଭାରତୀୟ କ୍ରିକେଟର୍ସଦାଶିବ ରାଓଜୀ ପାଟିଲ ମଙ୍ଗଳବାର ପରଲୋଗ ଗମନ କରିଛନ୍ତି ତାଙ୍କୁ ୮୬ ବର୍ଷ ହୋଇଥିଲା 

3. କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି : ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା

4. ମେସି ବିଶ୍ୱର ସବୁଠାରୁ ଧନୀ ବା ସର୍ବାଧିକ ଆୟକାରୀ ଫୁଟ୍ବଲ ଖେଳାଳି ଫୋର୍ବଜ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲିଓନେଲ ମେସି ଚଳିତବର୍ଷ ବିଶ୍ୱରେ ସର୍ବାଧିକ ୧୨୬ ନିୟୁତ ଡଲାର (ପ୍ରାୟ ୯୨୮ କୋଟି ଟଙ୍କା) ଆୟ କରିଛନ୍ତି 

5. ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେସର୍ଟସ୍ନାମକ ଏକ ଆପ୍ ଲଞ୍ଚ କରୁଛି ଏଥି ସହିତ ଫେସବୁକ ମଧ୍ୟଲାସୋନାମର ଏକ ବିକଳ୍ପ ଚୁପଚାପ୍ ବ୍ରାଜିଲରେ ପରୀକ୍ଷା କରୁଛି

6. ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି କିନ୍ତୁ ସନ୍ତୋଷର ବିଷୟ ଏହି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବହୁତ କମ୍ ରହିଛି କମ୍ ମୃତ୍ୟୁହାର ଥିବା ରାଜ୍ୟ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି 

7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍ବୈଠକ ଅନୁଷ୍ଠିତ ହୋଇଥିଲା  ଏହି କ୍ୟାବିନେଟ୍ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛିଓଡ଼ିଶା ଦ୍ରବ୍ୟ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ ସେହିପରି  ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି ବାଲେଶ୍ବର ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି

8. ଜାନୁଆରୀ ପହିଲାରୁ -ମଷ୍ଟର ରୋଲ୍ଆରମ୍ଭ ହେବ ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.