• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ ମିଳିଛି। ଏହି ବିଲ୍‌ ଗୃହୀତ ହେବା ପରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ମିଳିଛି ଅଧିକ କ୍ଷମତା। ଏହାଫଳରେ ଦେଶରେ ରହିଥିବା ଅର୍ବାନ୍‌ ​କୋ-ଅପରେଟିଭ୍‌ ବ୍ୟାଙ୍କଗୁଡିକ ଏଣିକି ରିଜର୍ଭ ବ୍ୟାଙ୍କର ନିରୀକ୍ଷଣରେ ରହିବେ। 
  2. ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। 
  3. ୩ ଦିନ ପରେ ଆଇପିଏଲ୍: ଝଲସୁଛି ଦୁବାଇ-ଆବୁଧାବୀ ।ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ । ଏଥିପାଇଁ ପୁରା ପ୍ରସ୍ତୁତି ସରିଛି ।
  4. ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୦୨/ ୭ ରନ୍‌ କରିଛି ।
  5. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
  6. ସଂସଦର ନୂତନ ଭବନ ନିର୍ମାଣ କରିବ ଟାଟା କମ୍ପାନୀ, ବଜେଟ୍ ୮୬୧.୯୦ କୋଟି ।
  7. ଜାପାନ ପ୍ରଧାନମନ୍ତ୍ରୀ ପଦବୀରୁ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୟୋଶିଦେ ସୁଗା ।
  8. ୨. ଚୀନର ଡାଟା ଚୋରି ଅଭିଯୋଗର ସରକାର କରିବେ ତଦନ୍ତ ।
  9. କରୋନା ଭୂତାଣୁ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ତିରୁପତିର ସାଂସଦ ବାଳି ଦୁର୍ଗା ପ୍ରସାଦ ରାଓ ୬୪ବର୍ଷୀୟ ପ୍ରାଣ ହରାଇଛନ୍ତି।
  10. ସଂସଦ ସଦସ୍ୟ ବେତନ, ଭତ୍ତା, ପେନସନ ବିଧେୟକ ସଂଶୋଧନ ବିଲ୍ ଲୋକସଭାର ମଞ୍ଜୁରୀଲାଭ କରିଛି । ନୂଆ ନିୟମ ଅନୁସାରେ ସାଂସଦଙ୍କ ବେତନ ବର୍ଷକ ପର୍ଯ୍ୟନ୍ତ ୩୦% ହ୍ରାସ କରାଯିବ ଏବଂ ଏହାବ୍ୟତୀତ ସାଂସଦ ହାତପାଣ୍ଠି ବାବଦରେ ମିଳୁଥିବା ବାର୍ଷିକ ୫ କୋଟି ଟଙ୍କା ଅନୁଦାନ ୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିବ ।
  11. ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା  
  12.  ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। 
  13. ବୁମ୍‍ରା ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ବୋଲର: ପ୍ୟାଟିନ୍‍ସନ
  14. ଦେଶରେ ମୋଟ ୮ଟି ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ପ୍ରତିଷ୍ଠା କରାଯିବ। ସେଥିମଧ୍ୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଅନ୍ୟତମ । 
  15. ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍‌

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.