• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ---

 ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ ।

1 ଟୋକିଓ ଅଲିମ୍ପିକ୍ ମଶାଲ ରିଲେ ଆସନ୍ତାବର୍ଷ ମାର୍ଚ୍ଚ ୨୫ରୁ ଜାପାନର ଫୁକୁସିମା ଅଞ୍ଚଳରୁ ଆରମ୍ଭହେବ ବୋଲି ଅଲିମ୍ପିକ୍ସର ଆୟୋଜନ କମିଟି ଘୋଷଣା କରିଛି

2. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦୁର୍ଗାପୂଜା ଆୟୋଜନ ଉପରେ ନିଷେଧାଦେଶ ଜାରି କରିଛନ୍ତି କୌଣସିସ୍ଥାନରେ ସାର୍ବଜନୀନ ଦୁର୍ଗାପୂଜା ହୋଇ ପାରିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି

3. କରୋନା ଯୋଗୁଁ ତ୍ରସ୍ତ ବିଶ୍ଵ ସମୁଦାୟ ପାଇଁ ପୁଣି ଏକ ଖରାପ ଖବର ବ୍ରିଟେନର ଏଡ଼ିନବର୍ଗ ବିଶ୍ଵବିଦ୍ୟାଳୟ ସଂକ୍ରାମକ ରୋଗ ବିଭାଗ ପ୍ରଫେସର ମାର୍କ ବୁଲହାଉସ କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛନ୍ତି

4. ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି 

5. ଭାରତୀୟ ସେନାଙ୍କ ନିମନ୍ତେ ଆମେରିକାରୁ କିଣାଯିବ ୭୨୦୦୦ ରାଇଫଲ; ଖର୍ଚ ହେବ ୭୮୦ କୋଟି ଟଙ୍କା

6. ଆସନ୍ତା ଅକ୍ଟୋବର ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ

7. ଲୋକପ୍ରିୟ ପ୍ରାର୍ଥନାଇତନି ଶକ୍ତି ହମେ ଦେ ନା ଦାତା…’ ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କର ପରଲୋକ ହୋଇଯାଇଛିତାଙ୍କୁ ୭୪ ବର୍ଷ ହୋଇଥିଲା

8. . -ଚାଲାନକୁ ନେଇ କେନ୍ଦ୍ର ବଦଳାଇଲା ନିୟମ ! ରାସ୍ତାରେ ଗାଡି ଅଟକାଇ ଯାଞ୍ଚ ହେବ ନାହିଁ କାଗଜପତ୍ର

9. -ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ ।

10. IPL 2020: ସୁପର ଓଭର ସୁପର ମୁକାବିଲା, ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.