• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଇପିଏଲ ଆରମ୍ଭ ମ୍ୟାଚର ଆରମ୍ଭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ୱାଇକୁ ଇଣ୍ଡିଆନ୍ସକୁ ୧୬୩ ରନରେ ପରାସ୍ତ କରିଛି ।
  2. ଫ୍ଲିପ୍‌କାର୍ଟ, ଆମାଜନ, ସ୍ନାପ୍‌ଡିଲ୍‌କୁ କହିଲେ କେନ୍ଦ୍ର ସରକାର: ନକଲି ଖଦୀ ଉତ୍ପାଦ ବିକ୍ରୟ ବନ୍ଦକର
  3. ଭାରତୀୟ ନୌବାହିନୀରେ ଦୀର୍ଘ ୨୯ ବର୍ଷ ଧରି ସେବା କରିଆସୁଥିବା ଯୁଦ୍ଧବିମାନବାହୀ ଭାରତୀୟ ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ‘ବିରାଟ ଶନିବାର ତା ର ଶେଷଯାତ୍ରା ଆରମ୍ଭ କରିଛି ।
  4. ରାଜସ୍ଥାନ ରୟାଲ୍‍ସ ଜର୍ସିରେ ‘ନାଇନ ଲୋଗୋ
  5. ବହୁରୋଗରେ ପୀଡ଼ିତ ଥିବା କରୋନା ସଂକ୍ରମିତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ ।
  6. ଅକ୍ଟୋବର ୧ରୁ ଖୋଲିବ ଭିତରକନିକା: ଦିନରେ ଦର୍ଶକଙ୍କୁ ମନା, କେବଳ ଡାଙ୍ଗମାଳରେ ରାତ୍ରୀଯାପନ ପାଇଁ ମିଳିବ ଅନୁମତି ।
  7. ମହାନଦୀ ଜଳବିବାଦରେ ନୂଆ ମୋଡ଼ : ଚଳିତବର୍ଷ ହୀରାକୁଦକୁ ପ୍ରବେଶ କରିଛି ସର୍ବାଧିକ ଜଳ ।
  8. ଜାତୀୟ ର‍୍ୟାଙ୍କିଂରେ ରାଜ୍ୟର ୧୧ଟି ଆଇଟିଆଇ ସ୍ଥାନ ପାଇଛି । ଭିତ୍ତିଭୂମି ବିକାଶ କରାଯାଉଥିବା ଜିଲ୍ଲାମାନଙ୍କରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍‌ସ୍‌) ପ୍ରତିଷ୍ଠା ହେବ।
  9. ଏଣିକି ‌‌ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଅଦାଲତ ସେନସର୍‌ ବୋର୍ଡ ଭାବେ କାର୍ଯ୍ୟ କରିପାରିବେ‌ ନାହିଁ: ସୁପ୍ରିମ୍‌ କୋର୍ଟ
  10. ସଂସଦରେ ଓଡ଼ିଶା ପ୍ରସଙ୍ଗ : କେନ୍ଦୁପତ୍ରରୁ ଜିଏସ୍‌ଟି ହ୍ରାସ ପାଇଁ ଦାବି ।
  11. ଗୟା ଜିଲା ଲାଥୁଆ ଅନ୍ତର୍ଗତ କୋଥିଲାୱା ଗ୍ରାମର ଏହି ବୟସ୍କ ଚାଷୀ ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ କାଳ କଠିନ ପରିଶ୍ରମ କରି ଏକାକୀ କିଲୋମିଟର ବ୍ୟାପୀ ଏକ ପାହାଡ଼ କାଟି କେନାଲ ଖୋଳି ନିଜ ଅଞ୍ଚଳକୁ ଝରଣା ପାଣି ଆଣିବାରେ ସଫଳ ହୋଇଥିବା ଖବର ପ୍ରକାଶ ପରେ ସଂପୃକ୍ତ ଚାଷୀଙ୍କୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ବିଟ୍କରି ଶୁଭେଚ୍ଛା ଜଣାଇବା ସହିତ ଏକ ଟ୍ରାକ୍ଟର ଉପହାର ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି
  12. କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲେ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ସମୟରେ ୯୭ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ରେଳମନ୍ତ୍ରୀ ପିୟୂଷ ଗୋୟଲ ସଂସଦକୁ ଲଖିତ ଉତ୍ତର ଦେଇ ଜଣାଇଛନ୍ତି 
  13. ବର୍ତ୍ତମାନ ଅଭିନେତା ତଥା ସାଂସଦ ରବି କିଶନ ଆଜି ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୟୁପିରେ ଫିଲ୍ମ ସିଟି ନିର୍ମାଣ ହେଲେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ
  14. ଦୁଇ ହଜାର ଟଙ୍କିଆ ନୋଟ୍ମୁଦ୍ରଣ ବନ୍ଦ ନିଷ୍ପତ୍ତି ନିଆଯାଇନାହିଁ, କୋଭିଡ୍ପାଇଁ ମୁଦ୍ରଣ ସାମୟିକ ଭାବେ ବନ୍ଦଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ
  15. ବିଶିଷ୍ଟ ଗୀତିକାର, ପ୍ରଯୋଜକ ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଶାରଦା ପ୍ରଶନ୍ନ ନାୟକ ଗୀତି କବିତା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି 
  16. ଆଜିର ଅନୁଚିନ୍ତା- ଯେଉଁ ବ୍ୟକ୍ତି ସଦା ନିଜକୁ ପରଖି ନିଜ ଭୁଲକୁ ସୁଧାରେ ସେ ଜୀବନର ମାର୍ଗରେ ସଦା ସଫଳ ଓ ସମ୍ମାନ ପ୍ରାପ୍ତି କରିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ସଦା ପରର ଦୋଷ ଓ ପରର ଅବଗୁଣ ପଛରେ ପଡନ୍ତି, ସେ ସଦା ଅସଫଳ ଓ ଚିନ୍ତାରେ ପଡି ଦୁଃଖ ଭୋଗ କରନ୍ତି ।।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.