• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୌସୁମୀ ଅଧିବେଶନର ସପ୍ତମ ଦିନରେ କେନ୍ଦ୍ର କୃଷି କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର  ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ବିଲ୍ ଆଗତ କରିଥିଲେ ତେବେ କଂଗ୍ରେସ,ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ ସମେତ ବିଭିନ୍ନ ଦଳର ବିରୋଧ ସତ୍ତ୍ବେ ଶେଷରେ ଧ୍ବନିମତରେ ଏହି ବିଲ୍ ରାଜ୍ୟ ସଭାରେ ଗୃହିତ ହୋଇଛି
  2. ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ  ନିର୍ଦ୍ଧାରିତ ଓଭରରେ ଓ୍ଵିକେଟ୍  ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି
  3. କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ ଦୁଇ ଦିନ ପାଇଁ ହାଇକୋର୍ଟ ବନ୍ଦ ରହିବ ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୨୧ ୨୨ ତାରିଖ ଦିନ ବନ୍ଦ୍ ରହିବ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
  4. ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗତ ତିନବର୍ଷ ମଧ୍ୟରେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଗ୍ରାହକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି
  5. ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା . ପ୍ରତିଶତ ବୃଦ୍ଧି ହୋଇ ୭୪. କୋଟିରେ ପହଞ୍ଚିଛି ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ତ୍ରୈମାସିକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୫୨.
  6. ବିଶୃଙ୍ଖଳା ଆଚରଣ ପାଇଁ ରାଜ୍ୟ ସଭାରୁ ସାଂସଦ ନିଳମ୍ବିତ ହୋଇଛନ୍ତି କୃଷି ବିଲ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ନିଳମ୍ବିତ ହୋଇଛନ୍ତି ରାଜ୍ୟସଭାର ମତ ଲୋଡି ରାଜ୍ୟସଭାର ଉଧ୍ୟକ୍ଷ ଉକ୍ତ ସାଂସଦଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି
  7. ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଶୁଦ୍ଧ ସୁଆର ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଆଜି ପରଲୋକ ଘଟିଛି ।
  8. କୋଭିଡ-୧୯ ମହାମାରୀ ପାଇଁ ଦୀର୍ଘ ୬ମାସ କାଳ ବନ୍ଦ ରହିବା ପରେ ଭାରତର ତାରକା ପର୍ଯ୍ୟଟନ ସ୍ଥଳ, ୧୭ଶତାବ୍ଦୀର ପ୍ରେମର ସ୍ମାରକୀ ତାଜମହଲ ଏବଂ ଆଗ୍ରା ଦୁର୍ଗ ସୋମବାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧିକାରୀମାନେ ତାଜ୍ମହଲକୁ ଦର୍ଶକମାନଙ୍କ ନିମନ୍ତେ ଖୋଲିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି
  9. ଚାନ୍ଦବାଲିର ଜଣେ କୁନି ବୈଜ୍ଞାନିକ ନିଜର

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.