• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭୁବନେଶ୍ୱର:ସବୁ କୋଭିଡ୍ହସ୍ପିଟାଲରେ ଖୋଲିବ ସହାୟତା କେନ୍ଦ୍ର
  2. ଭୁବନେଶ୍ୱର: ଏଣିକି ଜମି ଜଳକର ଜମା କଲେ  ମିଳିବ -ପାଉତି ଅନ୍ ଲାଇନ୍ ସହିତ ଅଫ୍ ଲାଇନ୍ ରେ ବି ଜମା ହୋଇପାରିବ ଖଜଣା
  3. ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ରାଜ୍ୟର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ . କୋଟି ମଞ୍ଜୁର
  4. ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା ରାଜସ୍ଥାନ ରୟାଲ୍ସ
  5. ୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା : ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅକ୍ଟୋବର ୩୧ସୁଦ୍ଧା ଶେଷ ହେବ ନାମଲେଖା ପ୍ରକ୍ରିୟା ; ନଭେମ୍ବର ୧ରୁ ପାଠପଢା
  6. ରାଜ୍ୟସଭା ସାଂସଦ .ସସ୍ମିତ ପାତ୍ରଙ୍କ ଆଉ ଏକ ବଡ଼ ଉପଲବ୍ଧି : ରାଜ୍ୟସଭାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦ ଏବଂ ରାଷ୍ଟ୍ରୀୟସୁରକ୍ଷାୟୁନିଭରସିଟି ବିଲ୍ ୨୦୨୦ ପାରିତ
  7. ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ
  8. ବଦଳିଗଲା ୬୫ ବର୍ଷର ପୁରୁଣା ଆଇନ ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଡାଲି
  9. ଔଷଧ ପାଇଁ ବ୍ୟବହୃତ କଞ୍ଚାମାଲ ମୂଲ୍ୟ ବଢ଼ାଇଲା ଚୀନ : ଭାରତୀୟ ଔଷଧ ବଜାର ଉପରେ ପଡିବ ସିଧାସଳଖ ପ୍ରଭାବ
  10. ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି

ଆଜିର ଅନୁଚିନ୍ତା

ସେଇ ମଣିଷକୁ କେବେ ବି ହରେଇ ବନି ଯିଏ ତୁମ ଉପରେ ରାଗିଲେ କିଛି ସମୟ ପାଇଁ ଦୂରେଇ ଯାଏ ସତ ହେଲେ କେବେ ତୁମଠୁ ଅଲଗା ହୁଏନି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.