• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଯାଇଛି ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା 
  2. ଲଣ୍ଡନରଟାଇମ୍‍’ ପତ୍ରିକା ପକ୍ଷରୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି ୨୦୨୦ ମସିହାର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଗଲ ସିଇଓ ସୁନ୍ଦର ପିଚାଇ, ଲଣ୍ଡନସ୍ଥିତ ଭାରତୀୟ ଡାକ୍ତର ରବୀନ୍ଦ୍ର ଗୁପ୍ତା, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଦିଲ୍ଲୀ ସାହିନବାଗର ବିକ୍ଷୋଭକାରୀ ବିଲକିସ୍ 
  3. ବଲିଉଡ ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ବୁଧବାର ପରଲୋକ ଘଟିଛି ସେ କିଛି ମାସ ଧରି ଫୁସ୍ଫୁସ ଜନିତ କର୍କଟ ରୋଗରେ ପୀଡିତ ହୋଇଥିଲେ ଆୟୁଷ୍ମାନ୍ ଖୁରାନାଙ୍କ ପ୍ରଥମ ଫିଲ୍ମଭିକି ଡୋନରରେ ଭୂପେଶ ଚମତ୍କାର ଅଭିନୟ କରିଥିଲେ 
  4. ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ବୁଧବାର କରୋନାରେ ଦେହାନ୍ତ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା 
  5. ରେଳବାଇ ୨୦୨୩ ମସିହା ସୁଦ୍ଧା ଏହାର ସମସ୍ତ ବ୍ରଡଗେଜ ରେଳଲାଇନ୍ଗୁଡ଼ିକର ଶତକଡ଼ା ଶହେଭାଗ ବିଦ୍ୟୁତିକରଣ କରିବାର ଯୋଜନା କରିଛି ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି 
  6. ରାଜ୍ୟସଭାରେ ଆଜି ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ୟ କାର୍ଯ୍ୟସ୍ଥଳ ସ୍ଥିତି ବିଲ୍‌-୨୦୨୦, ଶିଳ୍ପ ସମ୍ପର୍କ ବିଲ୍‌-୨୦୨୦ ସାମାଜିକ ସୁରକ୍ଷା ବିଲ୍‌-୨୦୨୦ ଗୃହୀତ ହୋଇଛି

 

  1. ମୁକେଶ ଅମ୍ବାନିଙ୍କ ରିଟେଲ୍ସଂସ୍ଥା ରିଲାଏନ୍ସ ରିଟେଲ୍ରେ ବିଶ୍ବସ୍ତରୀୟ ନିବେଶ ସଂସ୍ଥା କେକେଆର୍୫୫୦୦ କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ ରିଟେଲ୍ .୨୮ ପ୍ରତିଶତ ଅଂଶଧନକୁ ଏହା କିଣିବ ଏହି ସଂସ୍ଥା ପୂର୍ବରୁ ଜିଓ ପ୍ଲାଟଫର୍ମସ୍ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିଥିଲା
  2. ଚଳିତ ଆଇପିଏଲ୍ ୫ମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍
  3. ଶିଳ୍ପ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ- ଡି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.