• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିହାର ବିଧାନସଭା ନିର୍ବାଚନ ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ବିହାରର ନିର୍ବାଚନ ଅନୁଷ୍ଠିତ ହେବକୁ ଯାଉଛି  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର ୨୮ ତାରିଖରେ ୭୧ଟି ଆଶନ ପାଇଁ ୧୬ଟି ଜିଲାରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ୯୪ଟି ଆଶନ ପାଇଁ ୧୭ଟି ଜିଲାରେ ଭୋଟ ଗ୍ରହଣ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ନଭେମ୍ବର ତାରିଖରେ ୭୮ ଟି ଆଶନ ପାଇଁ ୧୫ଟି ଜିଲାରେ ମତଦାନ ଗ୍ରହଣ କରାଯିବ ନଭେମ୍ବର ୧୦ ରେ ବିହାର ନିର୍ବାଚର ଭୋଟ ଗଣତି ହେବ 
  2. ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି 
  3. ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ,୭୦୯ ଜଣ ପୁଲିସ୍ କର୍ମଚାରୀ ଅଧିକାରୀଙ୍କୁଆନ୍ତରିକ ସୁରକ୍ଷା ସେବା ପଦକପ୍ରଦାନ କରାଯିବ ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫିଟ୍ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶକୁ ଫିଟ୍ ରଖିବାରେ ସଚେତନ କରିଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି ଏଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଥିଲେ
  5. ଭାରତୀୟ ଲଳନା ଅଙ୍କିତା ରାଇନା ପ୍ରବଳ ଲଢ଼େଇ କରି ଫ୍ରେଞ୍ଚ୍ଓପନ୍ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି
  6. ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ବିକାଶରେ ଖର୍ଚ୍ଚ ହେବ ୨୦୦କୋଟି
  7. . ୨୦୨୦-୨୧ ଅର୍ଥିକ ବର୍ଷର ମଝିରେ ବିଦ୍ୟୁତ୍ଶୁଳ୍ପ ବୃଦ୍ଧି କରିଛନ୍ତି ଓଡ଼ିଶା ବିଦ୍ୟୁତ୍ନିୟାମକ ଆୟୋଗ(ଓଇଆର୍ସି)। ବିଦ୍ୟୁତ୍ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରାଯାଇଛି
  8.  ଭାରତୀୟ ଲଳନା ଅଙ୍କିତା ରାଇନା ପ୍ରବଳ ଲଢ଼େଇ କରି ଫ୍ରେଞ୍ଚ୍ଓପନ୍ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି
  9. କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍ଡିଆର୍ଏଫ୍‌)ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅନୁମତି ପ୍ରଦାନ କରିଛି
  10. ଲୋକେଶ ରାହୁଳଙ୍କ ପଞ୍ଜାବ ଦଳଠାରୁ ପରାଜୟର କଷ୍ଟ ଆରସିବି ଅଧିନାୟକ ବିରାଟ କୋହଲି କେବେ ଭୂଲି ପାରିବେ ନାହିଁ ଦୁଇଦୁଇଟି କ୍ୟାଚ୍ ଛାଡ଼ିବା ତାଙ୍କ ଦଳ ପାଇଁ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.