• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ......

ଅପ୍ରିୟ କିନ୍ତୁ ସତ, ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଖୋଜିଲେ ବି ମିଳେନି ତା ହେଉଛି ନିଜର "ଦୋଷ" !

 

  1. ଆମେରିକୀୟ କବୟତ୍ରୀ ଲୁଇସ୍ଗ୍ଲୁକ୍ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍‌) ପାଇଁ ନୋବେଲ୍ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ନୋବେଲ୍ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି
  2. କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି ।
  3. . ଭୁବନେଶ୍ୱର: ସିଏଟ ସ୍ପେସିଆଲିଟି ପକ୍ଷରୁ ଏହାର ନୂତନ ରେଞ୍ଜର କୃଷି ଟାୟାର “ବର୍ଦ୍ଧନର ଶୁଭାରମ୍ଭ କରାଯାଇଛି ।
  4. ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ୟେଲ ଭଳି ପ୍ରତିଷ୍ଠିତ ବିଦେଶ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ​‌​‌ଖୋଲିବାକୁ ଯାଉଛି ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ 
  5. ଜମିଜମା ରେକର୍ଡ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ଏହାଦ୍ବାରା କାହାକୁ ଆଉ ନିଜ ପାଖରେ କବଲା କିମ୍ବା ପଟ୍ଟା ରଖିବାକୁ ପଡ଼ି ପାରେ ଆଧାର କାର୍ଡ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂସମ୍ପତ୍ତିର ରେକର୍ଡ ବା ବିବରଣୀ ଉପଲବ୍ଧ ହେବ 
  6. ବିଶ୍ଵରେ ପ୍ରତିବର୍ଷ ନିୟୁତ ମୃତ ଶିଶୁ ଜନ୍ମ ପୂର୍ବରୁ ଆଖି ବୁଜି ଦେଉଛନ୍ତି ଅର୍ଥାତ୍ ପ୍ରତି ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେଉଛନ୍ତି  ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏହି ସୂଚନା  
  7. ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା  ଇଣ୍ଡିଗୋ ବିମାନ (୬ଇ୧୨୨)ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ ବିମାନଟି ବୁଧବାର ସନ୍ଧ୍ୟା .୪୦ରେ  ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା ଧାର୍ଯ୍ୟ ଅବଧି ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ତାର ମାସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି
  8. ଓଡ଼ିଶାରେ ୧୨ ନୂଆ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୮୭୯୬ କୋଟିର ପୁଞ୍ଜିନିବେଶ ।
  9. ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି ।
  10. ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି . ପ୍ରତିଶତକୁ ହ୍ରାସ ପାଇବା ନେଇ ବିଶ୍ୱ ବ୍ୟାଙ୍କ୍ଆକଳନ କରିଛି 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.