• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ......

ରୂପକୁ ଯେତେ ସଜାଇଲେ କଣ ହେବ ଯଦି ତୁମ ପାଖରେ ଗୁଣ ନାହିଁ,ସେ ରୂପର କିଛି ମହତ୍ତ୍ଵ ନାହିଁ କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ ଯେପରି ରାଜା ନିଜ ଦେଶରେ ସମ୍ମାନ ପାଉଥିବା ବେଳେ ବିଦ୍ବାନ ସାରା ଦେଶରେ ସମ୍ମାନ ପାଏ ।

  1. ବର୍ତ୍ତମାନ ବିଦେଶକୁ ଟଙ୍କା ପଠାଇବା ସମୟରେ ଉତ୍ସ (TCS) ରେ ସଂଗୃହିତ୫% ଟ୍ୟାକ୍ସକୁ ଅତିରିକ୍ତ ଦେୟ ଦେବାକୁ ପଡିବ |
  2. ସ୍ଥାୟୀ ଜମା ସୁଧ ଉପରେ ଟିକସ ସଞ୍ଚୟ କରିବାକୁ, ଜମା ହେବାକୁ ଥିବା ୧୫G ଏବଂ ୧୫H ଫର୍ମ, ଆୟକର କିମ୍ବା ଜିଏସ୍ଟି ଚ୍ୟାଲେଞ୍ଜ ସହିତ ଆକାଉଣ୍ଟ ଷ୍ଟେଟମେଣ୍ଟ ଅନୁରୋଧ, ଟର୍ମ ଜମା ରସିଦ ମଧ୍ୟ ଘରେ ଉପଲବ୍ଧ | ବର୍ତମାନ ଏହି ସେବା ବର୍ତ୍ତମାନ ଅକ୍ଟୋବର୨୦୨୦ ରୁ ଘରେ ଉପଲବ୍ଧ ହେବ |
  3. ବଢ଼ିଲା ବିଦ୍ୟୁତ୍ ଶୁଳ୍କ ଓଡ଼ିଶା ବିଦ୍ୟୁତ୍ନିୟାମକ ଆୟୋଗ (ଓଇଆର୍ସି) ବିଦ୍ୟୁତ୍ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି
  4. ସେପ୍ଟେମ୍ବର ମାସରେ ଉଭୟ ଦେଶ ରାଜ୍ୟରେ ଅଧିକ ସାମଗ୍ରୀ ସେବା ଟିକସ (ଜିଏସ୍ଟି) ଆଦାୟ ହୋଇଛି ଓଡ଼ିଶାରେ ଏହି ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ
  5. ଦେଶରେ ବିମାନବନ୍ଦରଗୁଡ଼ିକର ପରିଚାଳନା ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଜ ଇତିହାସରେ ପ୍ରଥମ ଥର ଲାଗି କ୍ଷତି ସହିବାକୁ ଯାଉଛି କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହା ୨୫ ବର୍ଷ ପରେ ପ୍ରଥମ କ୍ଷତି ସହିବ ଏହି ସଂସ୍ଥାକୁ ୧୯୯୫ରେ ସ୍ଥାପନ କରାଯାଇଥିଲା ସେହି ବର୍ଷଠାରୁ କୌଣସି ଗୋଟିଏ ବର୍ଷ ଏହାର କ୍ଷତି ହୋଇନାହିଁ
  6. ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୪ ଦିନ ବନ୍ଦ ରହିବ ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ 
  7. ଦେଶରେ କଳା ଟଙ୍କା କାରବାର ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ଇନ୍ଭେଷ୍ଟିଗେସନ୍ଟିମ୍‌ (ଏସ୍ଆଇଟି) ବୈଠକରେ ଆଜି ଡ୍ରଗ୍ସ କାରବାରରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି
  8. ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁଅନ୍ତର୍ଜାତୀୟ ଅହି˚ସା ଦିବସଭାବେ ପାଳନ କରିବା ପାଇଁ ୧୫ ଜୁନ୍୨୦୦୭ରେଜାତି ˚ ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା ଏବ˚ ସେହି ବର୍ଷ ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୋଇଥିଲା ଏହି ଦିବସ ପାଳନ ପାଇଁ ଜାନୁଆରି ୨୦୦୪ରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଇରାନିଆନ୍ନୋବେଲ୍ବିଜୟିନୀ ସିରିନ ଇବାଦି
  9. ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌)ରେ ସିଲ୍ଭର ଲେକ୍ ସହ-ନିବେଶକଗଣ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି
  10. ରେନୋ ଇଣ୍ଡିଆ ପକ୍ଷରୁ କ୍ବିଡ୍ ନୂଆ ନିଓଟେକ୍ଏଡିସନ୍କୁ ଉନ୍ମୋଚନ କରାଯାଇଛି କ୍ବିଡ୍.୮ଏଲ୍ଏମ୍ଟି, .<

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.