• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ......

ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ ।ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ ।

  1. ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି
  2. ଗାନ୍ଧୀ ଜୟନ୍ତୀ ଉପଲକ୍ଷେ VAIBHAVର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବୈଜ୍ଞାନିକଙ୍କୁ ଦେଲେ ଧନ୍ୟବାଦ।
  3. ଦେଶର ସର୍ବ ବୃହତ ହସ୍ତତନ୍ତ ଓ ଜୈବିକ ଉତ୍ପାଦ ହାଟ ‘ଆଦିବାସୀ ଇଣ୍ଡିଆ ଇ-ମାର୍କେଟପ୍ଲେସ୍ ଆରମ୍ଭ।
  4. ଆଜି ଉଦଘାଟିତ ହେବ ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ: ହିମାଚଳପ୍ରଦେଶ ରୋହତାଙ୍ଗରେ ଥିବା ୯ କି.ମିରୁ ଅଧିକ ଲମ୍ବର ଟନେଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
  5. IPL: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇ ।ରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ ।
  6. ଆରମ୍ଭ ହେଲା ୧୦୦ଦିନିଆ ଜଳଜୀବନ ମିଶନ ଅଭିଯାନ, ଏଣିକି ସବୁ ସ୍କୁଲ ଓ ଅଙ୍ଗନବାଡ଼ି ପିଲାମାନଙ୍କୁ ମିଳିବ ଶୁଦ୍ଧ ପାନୀୟ ଜଳ।
  7. ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ସରକାର ରାଜ୍ୟର ୧୪ ଲକ୍ଷ ୮୩ ହଜାର ପ୍ରାକ-ସ୍କୁଲ ପିଲାଙ୍କୁ ଦୁଇଟି ସେଟ୍ ଲେଖାଏଁ ୟୁନିଫର୍ମ ବଣ୍ଟନ କରିଛନ୍ତି 
  8. ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ପ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ଏହା ଆତ୍ମହତ୍ୟା ମାମଲା  ବୋଲି  ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ସୂଚନା ଦେଇଥିବା ଜଣପଡ଼ିଛି
  9. ଦେଶର ୯୯ ପ୍ରତିଶତରୁ ଅଧିକ ସହର ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ ଆଜି ସ୍ଵଛ ଭାରତ ମିଶନର ବର୍ଷ ପୂର୍ତ୍ତି ଅବସରରେସ୍ୱଚ୍ଛତାର ବର୍ଷ-ଅତୁଳନୀୟଶୀର୍ଷକ ଏକ ୱେବିନାର ଆୟୋଜନ କରିଛି
  10. ପରମାଣୁ ଶକ୍ତିସମ୍ପନ୍ନଶୌର୍ଯ୍ୟକ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.