ଆଜିର ଅନୁଚିନ୍ତା ......
କଷ୍ଟ ମଣିଷକୁ ପରିବର୍ତ୍ତନ କରେ,କଷ୍ଟ ମଣିଷକୁ ଶକ୍ତିଶାଳୀ କରେ,ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା ।
- ୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ।
- ଆମେରିକା ନିକଟରେ ବିଶ୍ଵର ସବୁଠୁ ଅଧିକ ସୁନା: ଭାରତର ସ୍ଥାନ ବିଶ୍ଵରେ ୯ମ
- କରୋନା ସଙ୍କଟ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା ହ୍ରାସ କରୁଥିବାବେଳେ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ଦେଇଛି ଆଶ୍ଵସ୍ତିର ଖବର । କମ୍ପାନୀ ଦେଶର ବିଭିନ୍ନ କ୍ୟାମ୍ପସରୁ ଚଳିତ ବର୍ଷ ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ।
- ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି।
- ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍ଓପି’ ତଥା ‘ଗାଇଡ୍ଲାଇନ୍’ ଜାରି କଲେ କେନ୍ଦ୍ର ସରକାର।
- ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ୭୯ବର୍ଷ ବୟସରେ ଦେହାନ୍ତ ହୋଇଛ
- ୨୦୨୧ ଏପ୍ରିଲରୁ ଲାଗୁ ହେବ ଟ୍ରାକ୍ଟରରୁ ବାହାରୁଥିବା ପ୍ରଦୂଷଣ ମାନଦଣ୍
- ଆଇପିଏଲ୍ ଆଜି ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସର ମୁକାବିଲା ଷ୍ଟିଭ୍ ସ୍ମିଥ୍ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ଦଳ ସହ ହେବ
- ୩ ହସ୍ତତନ୍ତ ସମିତିକୁ ବିନା ସୁଧରେ ୨୫ କୋଟି ଋଣ
- ୧୯୯୯ରେ ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସଂକ୍ରାନ୍ତ ଏକ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ଅଦାଲତ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.