• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା –

ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନିଏ,ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ୍ ତେବେ ଯାଇ ସଂସାରରେ ଶାନ୍ତିରେ ବଞ୍ଚି ପାରିବା

  1. ଭାରତରେ ପ୍ରତି ଦିନ ୮୭ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ଏବଂ ଶହଶହ ମହିଳା ନିର୍ଯାତନା ଭୋଗୁଛନ୍ତି ଏକ ବିଶ୍ଵସ୍ତରୀୟ ସର୍ବେକ୍ଷଣ ଅନୁସାରେ ୨୨ଟି ଦେଣର ୫୮% ବାଳିକା ଯବୁତୀ ଅନଲାଇନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି ତେ​‌ବେ ଏହି ଅନଲାଇନ ନିର୍ଯାତନାକୁ ମଧ୍ୟ ଅନେକ ସମୟରେ ଏଡ଼ା ଯାଇ ପାରିବ
  2. ଦେଶର ୫ଟି ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି 
  3. ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି
  4. ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ବାଳିକା ଦିବସରେ ରାଜ୍ୟର କିଶୋରୀମାନଙ୍କ ପାଇଁ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ବତନ୍ତ୍ର ପ୍ୟାକେଜଅଦ୍ବିକା ଲୋକାର୍ପିତ କରିଛନ୍ତି
  5. କୁଏତର ସମ୍ରାଟ ଶେକ୍ ସବାହ୍ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌-ଅଲ୍‌-ସବାହଙ୍କ ବିୟୋଗ
  6. ଦୁବାଇ: ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୨୬ ତମ ମ୍ୟାଚ୍ରେ ରବିବାର ସନରାଇଜର୍ସ ହାଇଦ୍ରାବାଦ୍କୁ ଓ୍ଵିକେଟ୍ରେ ପରାସ୍ତ କରିଛି
  7. ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
  8. କରୋନା ଭୂତାଣୁ ସାର୍ସ-ସିଓଭି- ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ କମନୱେଲଥ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଅାର ରିସର୍ଚ୍ଚ ଅର୍ଗାନାଇଜେସନ (ସିଏସଆଇଆରଓ) ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ ବ୍ୟାଙ୍କ ନୋଟ୍, ଗ୍ଲାସ, ଇସ୍ପାତ ଭଳି ପୃଷ୍ଠ ଉପରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ
  9. ଆଗାମୀ ଦିନରେ ଦେଶର ସମସ୍ତ ମେଲ ଏକ୍ସପ୍ରେସ ଟ୍ରେନରୁ ହଟିବ ଦ୍ବିିତୀୟ ଶ୍ରେଣୀ ସ୍ଲିପର କୋଚ୍ ଏହି ସବୁ କୋଚ ଏସି ବଗିରେ ପରିଣତ ହେବ 
  10. ସ୍ପେନର ରାଫେଲ ନାଡାଲ ୨୦ତମ ଗ୍ରାଣ୍ଡସ୍ଲାମ୍ଟାଇଟଲ ହାସଲ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.