• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା  ......

ଭୋକ ଲାଗିଲେ ମାଆ । ଦୁଃଖ ଲାଗିଲେ ମାଆ, ଭୟ ଲାଗିଲେ ମାଆ, ଏହିଭଳି ସବୁବେଳେ ମାଆ' ମାଆ' ବୋଲି ଡାକି ଥାଉ । କିନ୍ତୁ ଯେତେବେଳ ପିଲା ଉନ୍ନତି ହୋଇ ଖୁସିରେ ରହେ,ସେ ନିଜ ମାଆ ବାପାଙ୍କୁ ଭୁଲି ଯାଏ ।ମନେ ରଖିଥାଅ ମାଆ ବାପାଙ୍କ  ଭଳି ଦୁନିଆରେ କେହିବି ମିଳିବେ ନାହିଁ

  1. ସୁଜଳଯୋଜନାର ଶୁଭାରମ୍ଭ ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ୨ଟି ସହର ପୁରୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏହି  ୨ଟି ସହରର .୮୦ ଲକ୍ଷ ଲୋକ ଉପକୃତ ହେବେ
  2. କାମଧେନୁ ଦୀପାବଳି ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜାତୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କଥିରିଆ ଗାଈ ଗୋବରରୁ ନିର୍ମିତ ଏକ ଚିପ୍ ଉନ୍ମୋଚନ କରିଥିଲେ ଏବଂ ଏହା ମୋବାଇଲ୍ ହ୍ୟାଣ୍ଡସେଟରୁ ବାହାରୁଥିବା ବିକିରଣକୁ ଯଥେଷ୍ଟ ହ୍ରାସ କରୁଥିବା ସେ ଦାବି କରିଥିଲେ  
  3. ୮୦ ପ୍ରତିଶତରୁ ଅଧିକ ପରିବାର ଜଣେ ରୋଗୀଙ୍କ କରୋନା ଚିକିତ୍ସା ଖର୍ଚ୍ଚ ବହନ କରିବାପାଇଁ ମଧ୍ୟ ଅକ୍ଷମ ୮୦ ପ୍ରତିଶତ ପରିବାର ଅତ୍ୟନ୍ତ ଜଟିଳ ସମସ୍ୟାର ସମ୍ମୁଖୀନେହଉଛନ୍ତି ସରକାର ଚିକିତ୍ସା ଖର୍ଚ୍ଚ କମ୍କରିଥିଲେ ମଧ୍ୟ ୧୦ ଦିନର ହସ୍ପିଟାଲ୍ବିଲ୍ଜଣେ ରୋଗୀର ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚଠାରୁ ବହୁଗୁଣା ଅଧିକ ରହୁଛି ବିଭିନ୍ନ ହସ୍ପିଟାଲ୍ ଚିକିତ୍ସା ଖର୍ଚ୍ଚ ଏବଂ କେତେକ ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚର ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି
  4.  ଉତ୍ତରପ୍ରଦେଶ ଉତ୍ତରାଖଣ୍ଡର ୧୧ଟି ରାଜ୍ୟସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ ହେବ ଏଥିମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ଆସନ ଥିବାବେଳେ ଉତ୍ତରାଖଣ୍ଡର ଗୋଟିଏ ରହିଛି 
  5. କରୋନା ପ୍ରଭାବିତ ହୋଇଥିବା ଭାରତୀୟ ଅର୍ଥନୀତି ଚଳିତ ବର୍ଷ ୧୦.ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି  ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) 
  6. ହାଇଦ୍ରାବାଦ ସ୍ଥିତ ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଭାରତ ଡାଇନାମିକ୍ସ ଲିମିଟେଡ୍ ସରକାରଙ୍କୁ ୩୫କୋଟି ଟଙ୍କାରୁ ଅଧିକ ଲାଭାଂଶ ପ୍ରଦାନ କରିଛି 
  7. ରାଜ୍ୟ ସରକାର ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ରାଜିନାମା ସ୍ୱାକ୍ଷରିତ , ୨୦୨୩ ପର୍ଯ୍ୟନ୍ତ ରଗ୍ବି ଖେଳାଳୀଙ୍କୁ ମିଳିବ ପ୍ରୋତ୍ସାହନ
  8. ଓଡ଼ିଶାକୁ ଅମୃତ ଯୋଜନାରେ କେନ୍ଦ୍ରରୁ ମିଳିଛି ୮୮୫ କୋଟି ।
  9. ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା । ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଖୋଲା ବଜାରରୁ ରାଜ୍ୟ କରିବ ୨ହଜାର ୮୫୮ କୋଟି ଟଙ୍କାର ଋଣ  ।
  10. ଆରମ୍ଭ ହେଲା ‘ସୁଜଳ ୨୦୨୨ ସୁଦ୍ଧା ସବୁ ସହରର ସବୁ ଘରକୁ ପାଇପ୍‌ ପାଣି: ଓଡ଼ିଶା ମୁଖ୍ୟମନ୍ତ୍ରୀ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.