• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା  ......

ପାହାଡ଼ ଉପରେ ଛିଡ଼ା‌ ହେଲେ ଆକାଶଟା ଯେତେ ପାଖରେ ମନେ ହୁଏ, ବାସ୍ତବରେ ଆକାଶଟା ସେତେ ପାଖରେ ନୁହେଁ। ଠିକ୍ ସେମିତି, କିଛି ଲୋକ ଯେତେ ନିଜର ମନେ ହୁଅନ୍ତି ସତରେ ସେମାନେ ସେତେ ନିଜର ହୋଇ ନଥା'ନ୍ତି।।

  1. ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।
  2. ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ ।
  3. , କ୍ରେଡିଟ୍ କାର୍ଡରୁ ପେଟିଏମରେ ଟଙ୍କା ଯୋଡିବା ଉପରେ ୨% ଚାର୍ଜ ଲାଗିବ ।
  4. ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି
  5. ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କର ଗତକାଲି ପରଲୋକ ‌ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା ।
  6.  ୧୫ଟି ପ୍ରଦ୍ୟୁଷଣ ସମ୍ବେଦନଶୀଳ ସହରରେ ସ୍ୱୟଂକ୍ରିୟ ବାୟୁ ପ୍ରଦ୍ୟୁଷଣ ପରିଚାଳନା ଷ୍ଟେସନ୍ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସହରରେ ଏହି ୧୫ଟି ଷ୍ଟେସନ୍ସ୍ଥାପନ ନିମନ୍ତେ ପରିବେଶ ନିର୍ଦେଶକ .ମୁରୁଗେସାନ୍ପରାମର୍ଶ ଦେଇଥିଲେ 
  7. :କୋଭିଡ୍-୧୯ ପରେ ସମଗ୍ର ବିଶ୍ବ ଏବେ ଏକ ବୃହତ୍ମାନ୍ଦାବସ୍ଥା ଆଡକୁ ମୁହାଁଉଛି ୧୯୩୦ ପରେ ପ୍ରଥମ ଥର ପାଇଁ ଏଭଳି ଏକ ବଡ ସଙ୍କଟଜନକ ସ୍ଥିତି ଦେଖାଦେଇଥିବା ଚେତାବନୀ ଦେଇଛନ୍ତି ବିଶ୍ବ ବ୍ୟାଙ୍କ ସଭାପତି ଡେଭିଡ୍ମାଲପସ୍
  8. ପ୍ରଖ୍ୟାତ କ୍ରୀଡ଼ା ସାମ୍ବାଦିକ ତଥା ଭାଷ୍ୟକାର କିଶୋର ଭିମାନୀଙ୍କ ଗୁରୁବାର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି
  9. ପ୍ରଥମ ଭାରତୀୟ ଭାବରେ ଓସ୍କାର ବିଜୟିନୀ ପୋଷାକ ଡ଼ିଜାଇନର ଭାନୁ ଆଥେଇୟାଙ୍କର ଗୁରୁବାର ପରଲୋକ ଘଟିଛି ୯୧ ବର୍ଷ ବୟସରେ ଭାନୁ ମୁମ୍ବାଇରେ ମୃତ୍ୟୁବରଣ କରିଥିବା ସେ କହିଛନ୍ତି  
  10. ବନ୍ଦେ ଭାରତ ମିଶନ ଅଧୀନରେ କରୋନା କଟକଣା ଯୋଗୁ ବିଦେଶରେ ଅଟକି ରହିଥିବା ୧୮ ଲକ୍ଷ ଭାରତୀୟଂକୁ ବିଭିନ୍ନ ପ୍ରକ୍ରିୟାରେ ଦେଶକୁ ଅଣାଯାଇଥିବା ଜଣାପଡିଛି 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.