• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପରଷ୍ଟାର ମହେଶ ବାବୁ, ଜେଆର ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି | ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ . କୋଟି ଟଙ୍କା ଦାନ କରିଛନ୍ତି
  2. ଦଶହରା ପୂର୍ବରୁ ୨୦୧୯-୨୦୨୦ ବର୍ଷ ନିମନ୍ତେ କେନ୍ଦ୍ର ସରକାର ବୋନସ୍ଘୋଷଣା କରିଛନ୍ତି ଏହି ବୋନସ୍ ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ ଏଥିନିମନ୍ତେ ସମୁଦାୟ , ୭୩୭ କୋଟି ବ୍ୟୟ ହେବ
  3. ୨୦୧୯ରେ ଭୀଷଣ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା କାରଣରୁ ୧୧୬, ୦୦୦ରୁ ଅଧିକ ଶିଶୁ ଜନ୍ମ ହେବାର ମାସକ ମଧ୍ୟରେ ପ୍ରାଣ ହରାଇଥିବା କଥାଷ୍ଟେଟ୍ଅଫ୍ ଗ୍ଲୋବାଲ୍ ଏୟାର୍୨୦୨୦ରିପୋର୍ଟରୁ ଜଣାପଡ଼ିଛି 
  4. ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ହରିୟାଣାର ପ୍ରଦୀପ ସିଂ ସମୁଦାୟ ୨୦୨୫ ମାର୍କରୁ ୧୦୭୨ ମାର୍କ ପାଇଛନ୍ତି | ଦ୍ଵିତୀୟ ସ୍ଥାନ ହାସଲ କରିଥିବା ନିତିନ କିଶୋରଙ୍କୁ ୧୦୬୩ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଭା ବର୍ମାଙ୍କୁ ୧୦୬୨ ମାର୍କ ମିଳିଛି | ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ସଫଳ ହୋଇଥିବା ୨୨ଜଣ ଓଡ଼ିଆଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ହାସଲ କରିଥିବା ସଞ୍ଜିତା ମହାପାତ୍ରଙ୍କୁ ମିଳିଛି ୧୦୪୨ ମାର୍କ |
  5. କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି
  6. ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (NHSRCL) ଜଣେ ଅଧିକାରୀ ଦେଇଛନ୍ତି | ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଅଚଳ ଖେର କହିଛନ୍ତି ଯେ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନ୍ ୨୦୨୩ ଶେଷ ସୁଦ୍ଧା ଚାଲିପାରେ ଏହି ହାଇ ସ୍ପିଡ୍ ରେଳର ଗତି ଘଣ୍ଟା ପ୍ରତି ୩୨୦ କିଲୋମିଟର ହେବ |
  7. ନୋକିଆ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ୪ଜି ନେଟୱାର୍କ ସ୍ଥାପନ ପାଇଁ ଏବେ କମ୍ପାନୀ ପ୍ରସ୍ତୁତ ହେଉଛି |
  8. ନୋକିଆ ପକ୍ଷରୁ ଏଥିପାଇଁ ଏକ ବିଶାଳ ଯୋଜନା କରାଯାଇଛି | ଚନ୍ଦ୍ର ପୃଷ୍ଠରେ କିଭଳି ହାଲୁକା, ସ୍ୱଳ୍ପ କ୍ଷମତା ସମ୍ପନ୍ନ ଏଲଟିଇ ଟାୱାର ସ୍ଥାପନ କରିବ ସେଥିପାଇଁ ଯୋଜନା କରାଯାଉଛି | ଆସନ୍ତା ୨୦୨୨ ଶେଷ ବେଳକୁ ଏହି ଟାୱାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଥିବାବେଳେ ନୋକିଆ କହିଛି ଯେ ଏମିତି ଟେକ୍ନୋଲୋଜି ବ୍ୟବହାର କରାଯିବ ଯାହା ଦ୍ୱାରା ରିମୋଟ ମାଧ୍ୟମରେ ରୋଭରକୁ ଦୂରରୁ ନିୟନ୍ତ୍ରଣ କରିହେବ |
  9. ୧୯୮୭ର ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସୁନୀଲ କୁମାର ବନ୍ସଲଙ୍କୁ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିଛି 
  10. ମାଲକାନଗିରି ଜିଲ୍ଲାର ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ  ଦୁଃଖ ଦୁର୍ଦ୍ଦଶା ବଞ୍ଚିବା ପାଇଁ ସଂଘର୍ଷ କାହାଣୀ ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଏଣ୍ଡ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.