- ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି
- ସୋମବାର ଅର୍ଥାତ ଫେବ୍ରୁଆରି ୧ରୁ ସାରା ଦେଶରେ ଥିବା ସିନେମା ହଲ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।
- ଭାରତୀୟ ସେନା ନିର୍ଭର କରୁଥିବା ଲଦାଖର ଲେହ୍ ନିକଟରେ ଥିବା ଏକମାତ୍ର ‘ଏଲ୍ପିଜି ବଟ୍ଲିଙ୍ଗ୍ ପ୍ଲାଣ୍ଟ୍’ରେ କେବଳ ମହିଳାମାନେ କାର୍ଯ୍ୟ କରନ୍ତି।
- ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡ଼ିଵାଲାଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କରିଥିବା ସୁପାରିସକୁ ଆଜି ପ୍ରତ୍ୟାହାର କରିନିଆଯାଇଛି।
- ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରସାର କରିବା ମାମଲାରେ ଇଣ୍ଡିଆ ଟୁଡେ ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଇଣ୍ଡିଆ ଟୁଡେ ଗ୍ରୁପ୍ର ଟିଭି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ସହ ଏକ ମାସର ଦରମା କାଟିଥିବା ସୂଚନା ମିଳିଛି।
- ଦେଶରେ କରୋନା ଟିକାକରଣ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଭାଗ ଯୋଦ୍ଧାମାନଙ୍କୁ ଟିକା ଦିଆଯାଉଛି। କିନ୍ତୁ ଟିକା ନେବା ପରଠାରୁ ଆଜିସୁଦ୍ଧା ୧୧ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଲାଣି।
- ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହୋଇପାରିବ ବୋଲି କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ଗ୍ରୁପ୍ ଏକ୍ସିମ୍ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି।
- ସଂସଦରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ବଜେଟ୍ ଭଳି ଏହି ରିପୋର୍ଟ ମଧ୍ୟ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିବାର କ୍ଷମତା ରଖୁଛି।
- ଏହା ଜାନୁଆରି ୨୦୨୦ ତୁଳନାରେ ୮ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଡିସେମ୍ବର ୨୦୨୦ ତୁଳନାରେ ୪ ପ୍ରତିଶତ ଅଧିକ ।
- ଏପ୍ରିଲ୍ ୨୬ରୁ ମେ’ ୯ ଯାଏ ଉଡ଼ିବନି ବିମାନ। ରନ୍ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ୧୪ ଦିନ ବିମାନ ଉଡ଼ିବନି। ପୁନେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.