• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଆର ଦେହାନ୍ତ ହେବାର ପ୍ରାୟ 12 ଦିନ ପରେ ଉତ୍ତରପ୍ରଦେଶର ପିଲିବିଟ୍ ଟାଇଗର ରିଜର୍ଭ (PTR) ରୁ ଚାରିଟି ବାଘ ଛୁଆ ଉଦ୍ଧାର କରାଯାଇଛି।  ।
  2. 2220 ମସିହାରେ 1.34 ଲକ୍ଷରୁ ଅଧିକ କାଗ୍ନିଜିୟାବଳେ  ଅପରାଧ ପଂଜିକୃତ କୃତ ହୋଇଛି।
  3. ଭାରତୀୟ ରେଳବାଇର କେନ୍ଦ୍ରୀୟ ରେଳ ଜୋନ୍ ଗତ ବର୍ଷ 15 ଜୁନ୍ ରୁ 21 ମାର୍ଚ୍ଚ 2021 ପର୍ଯ୍ୟନ୍ତ ବିନା ଟିକେଟ୍ ଯାତ୍ରୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି   ।
  4.  ସରକାର ବୁଧବାର ସଂସଦକୁ ସୂଚନା ଦେଇଛନ୍ତି ଯେ ଫେବୃଆରୀ 2021 ସୁଦ୍ଧା 7,890 ଭାରତୀୟ ନାଗରିକ ଅନେକ ବିଦେଶୀ ଦେଶର ବିଭିନ୍ନ ଜେଲରେ ରହିଛନ୍ତି  ।
  5. ମାର୍ଚ୍ଚରୁ ଏହି ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଭାରତୀୟ ବିମାନ ସେବା 16,000 କୋଟି ଟଂକା   କ୍ଷତି କରିଛି ବୋଲି ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଗୁରୁବାର କହିଛନ୍ତି  ।
  6. ଶୁକ୍ରବାର ଦିନ ହୃଦଘାତ ପରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର କେ ସି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହୋଇଛି। ସେ 68 ବର୍ଷ ହୋଇଥିଲେ।
  7. ସୁପ୍ରିମକୋର୍ଟ ଗୁରୁବାର ଦିନ ପଞ୍ଜାବ, ହରିୟାଣା ଏବଂ ଭାକ୍ରା ବିସ ମ୍ୟାନେଜମେଣ୍ଟ ବୋର୍ଡ (ବିବିଏମବି) ସରକାରଙ୍କୁ ଦିଲ୍ଲୀକୁ ଯମୁନା ଜଳ ଯୋଗାଣ ସ୍ଥିତିକୁ ବଜାୟ ରଖିବାକୁ କହିଛନ୍ତି।
  8. ପଞ୍ଜାବ ସରକାର ସୋଲାର  ବିଦ୍ୟୁତ୍ ଶୁଳ୍କର ପରିବର୍ତ୍ତନକୁ ବିଚାର କରି ୟୁନିଟ୍ ପିଛା 4.50 ଶୁଳ୍କପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାର  ଆହ୍ୱାନ  କରିଛନ୍ତି।
  9. ମହାରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ଆହାଦ ଗୁରୁବାର ଦିନ କହିଛନ୍ତି ଯେ, ଲୋକମାନେ ରହିବା ପାଇଁ ଟାଟା ମେମୋରିଆଲ ସେଣ୍ଟରକୁ ସମୁଦାୟ 100 MHADA ଫ୍ଲାଟ ହସ୍ତାନ୍ତର କରାଯିବ।
  10. ନିଲମ୍ବିତ ପୁଲିସ ଅଫିସର୍‌ ସଚିନ ଭାଜେ ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନ୍‌ଆଇଏ ହାଜତରେ ରହିବେ। ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଭାଜେଙ୍କ ଏନ୍‌ଆଇଏ ହାଜତ ରହଣୀ ସମୟକୁ ଏପ୍ରିଲ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
  11. ଦେଶରେ ପୁଣି ଥରେ ଦେଖାଦେଇଥିବା କରୋନା ସଂକ୍ରମଣ ୧୦୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି।
  12. ବ୍ରାଜିଲ୍‌ରେ କରୋନା ମୃତ୍ୟୁ ୩ ଲକ୍ଷ ଟପିଯାଇଛି। ଗତ ମଙ୍ଗଳବାର ପ୍ରଥମ ଥର ପାଇଁ ବ୍ରାଜିଲ୍‌ରେ କରୋନା ମୃତ୍ୟୁ ୩ ହଜାର ଟପିଥିଲା।
  13. କେନ୍ଦ୍ର ସରକାରଙ୍କ ୩ଟି ବିବାଦୀୟ କୃଷି ଆଇନକୁ ବିରୋଧ କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ ଆରମ୍ଭ କରିଥିବା ୧୨ ଘଣ୍ଟିଆ ଭାରତ ବନ୍ଦରେ ପ୍ରତିବାଦକାରୀ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି।
  14. ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ମହାରାଷ୍ଟ୍ର ଭୂଷଣ’ ଲାଗି ମନୋନୀତ କରିଛନ୍ତି।
  15. ଆଗକୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ।
  16. ରେଭେନ୍ସା ବିଶ୍ୱବିଦ୍ୟାଳୟର  ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷାକୁ  ବାତିଲ କରାଯାଇଛି ।
  17. ଆସନ୍ତା ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
  18. ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ । 
  19. କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କର୍ଯ୍ୟର ଶିଳାନ୍ୟାସ କରିଛନ୍ତି। 
  20. ପିପିଲି ଉପନିର୍ବାଚନ ଲାଗି ବିଜେପି ତାର ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବଦଳ ପୁଣିଥରେ ଟିକେଟ ଦେଇଛି। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.