• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୦୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୯୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୭୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୯୫୪୭୩୯ସାମ୍ପୁଲ ଟେଷ୍ଟ୍ ହୋଇଛି ।
  2. ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ନାମଲେଖା ଆରମ୍ଭ ହେବ । ୨୦୨୧- ୨୨ବର୍ଷ ପାଇଁ ମେ’ ୩୧ସୁଦ୍ଧା ନାମଲେଖା କରାଯିବ । 
  3. ଠିକ୍ ୧୦ ମାସ ପୂର୍ବରୁ ଡ. ପଲ, ନୀତି ଆୟୋଗର ସଦସ୍ୟ ପୂର୍ବାନୁମାନ କରି କହିଥିଲେ କି ଆଗକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିବ । ଆଗାମୀ ଦିନରେ ଦୈନିକ ସଂକ୍ରମଣ ୬ ଲକ୍ଷ ପାର କରିବ । 
  4. ଅଳ୍ପ କେତେ ମାସ ହେବ ପ୍ରଚାର ଅଭିଯାନ ଚଳାଇବା ବେଳେ କୋଭିଡ୍‌-୧୯ ନିମୟ ମାନୁ ନ ଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ କମିସନ୍‌ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛି। ତେଣୁ, ଏହା ବିପକ୍ଷରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ ବୋଲି  ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି। କହିଛନ୍ତି।
  5. ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା କଥା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି।
  6. ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ପଠାଇଛି।
  7. ଭାରତରେ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଅବିଳମ୍ବେ ଯୋଗାଇ ଦିଆଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରବିବାର ଦିନ କହିଛି।
  8. ମାରୁତି ଉଦ୍ୟୋଗ ଲିମିଟେଡ୍‌ର ପୂର୍ବତନ ଏମଡି ତଥା ଅଟୋମୋଟିଭ୍‌ ସେଲ୍ସ ଆଣ୍ଡ ସର୍ଭିସ୍‌ କମ୍ପାନୀ କାର୍ନଶନ୍‌ ଅଟୋ ଇଣ୍ଡିଆର ପ୍ରତିଷ୍ଠାତା ଜଗଦୀଶ ଖଟ୍ଟରଙ୍କ ସୋମବାର ଦିନ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।
  9.  ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ 
  10. .ଓସ୍କାର ୨୦୨୧ re ନୋମାଡଲ୍ୟାଣ୍ଡର ଶ୍ରେଷ୍ଠ ଚଳଚ୍ଚିତ୍ର, ଦ ଫାଦର ପାଇଁ ଆନ୍ଥୋନୀ ହକିନ୍ସ ଶ୍ରେଷ୍ଠ ଅଭିନେତା ।
  11. ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ବାଇଡେନ ସରକାରଙ୍କ ପ୍ରତିଶ୍ରୁତି
  12. ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଗିଲକ୍ରିଷ୍ଟଙ୍କ ଟ୍ୱିଟ ପରେ PM Care fund କୁ  କୁ ୫୦ ହଜାର ଡଲାର ଦାନ କଲେ ଅଷ୍ଟ୍ରେଲିଆ ଖେଳାଳି କମିନ୍ସ .
  13. ମିଆଁମାରରେ ଅସହଯୋଗ ଆନ୍ଦୋଳନ ଡାକରା: ପିଲାଙ୍କୁ ସ୍କୁଲ୍‌ ଛାଡ଼ିବେନି, ବିଦ୍ୟୁତ ବିଲ୍‌ ଦେବେ ନାହିଁ, ଶୁଝିବେ ନାହିଁ ଲୋନ୍‌  ।23.କରୋନାଙ୍କ ପ୍ରଭାବ ହେତୁ  ମେ ୮, ଏକ ସପ୍ତାହ ପୂର୍ବରୁ, ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଛୁଟି ।
  14. ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ବିଶେଷ ଟ୍ରେନ ଯାତ୍ରୀ ଉପଲବ୍ଧ ନହେବାରୁ ବାତିଲ ରହିବ ।
  15. ଟିକା ଦାମ୍‌ କମାଇବାକୁ ସିରମ, ଭାରତ ବାୟୋଟେକକୁ ସରକାରଙ୍କ ନିର୍ଦ୍ଦେଶ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.