• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ  ୨୪ ଘଣ୍ଟିଆ ହେଲ୍ପ ଡେସ୍କ ରାଜ୍ୟର ସବୁ ଘରୋଇ ଓ ସରକାରୀ କୋଭିଡ ହସ୍ପିଟାଲରେ କାର୍ଯ୍ୟ  କରିବ 
  2. ଶ୍ରୀମନ୍ଦିରରେ ଜୁନ୍ ୧୫ ତାରିଖ ଯାଏଁ ବଢ଼ିଲା କଟକଣା  ଭକ୍ତଙ୍କୁ ଦର୍ଶନ ମନା, ସୀମିତ ସେବାୟତଙ୍କୁ ନେଇ ହେବ ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ .
  3. ଶିଶୁପୁତ୍ର ବିକ୍ରି କରିବା  ଅଭିଯୋଗ ରେ  ଶିଶୁପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନା ନୟାଗଡ଼ରୁ ଗିରଫ  ହେବ  ସହ   ବାପା ତପନ ପଲେଇ ଫେରାର ହୋଇଛନ୍ତି
  4. ଏକ  ଗବେଷଣାରୁ  ଜଣାପଡିଛି  ଯେ  କରୋନା ଟୀକା ନେଇଥିବା ୯୭.୩୮% ଲୋକ ସଂକ୍ରମଣରୁ ସୁରକ୍ଷିତ ଅଛନ୍ତି .
  5. ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଶିଳ୍ପିଗୁରୁ ରଘୁନାଥ ମହାପାତ୍ରଙ୍କ ୨ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି  ବୋଲି   ଏମ୍ସ ଅଧିକ୍ଷକଙ୍କ ସୂଚନା ଦେଇଛନ୍ତି  .
  6. ରାଜ୍ୟରେ ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଲେ ଓଡିଶା  ରାଜ୍ୟ  ସରକାର .
  7. ଦେଶରେ କରେନା ପ୍ରତିଷେଧକ ଟିକା ନେଲେଣି ୧୮ କୋଟି ୨୨ ଲକ୍ଷ ୪୭ ହଜାର ୭୯୯, ଓଡ଼ିଶାରେ ୬୬ ଲକ୍ଷ ୬୨ ହଜାର ୯୬୩ଜଣ . 
  8. Covid 19 ଭାରତରେ: ପ୍ରଧାନମନ୍ତ୍ରୀ ମୋଦୀ କରୋନା ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ
  9. ପଶ୍ଚିମବଙ୍ଗ- ବଙ୍ଗଳାରେ ଲକଡାଉନ୍ ଉଲ୍ଲଂଘନ କରିଥିବାରୁ ବିଜେପିର 3 ଜଣ ବିଧାୟକ ଗିରଫ ହୋଇଥିଲେ ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରବିବାର ଦିନ ପଶ୍ଚିମବଙ୍ଗର ସିଲିଗୁରିରେ ତିନିଜଣ ବିଧାୟକଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ଏହି ତିନିଜଣଙ୍କୁ ମୁକ୍ତ କରାଯାଇଥିଲା। ଏହି ତିନୋଟି ବିଧାୟକ - ଶଙ୍କର ଘୋଷ, ଆନନ୍ଦମୟ ବର୍ମନ୍ ଏବଂ ଶିଖା ଚାଟୋପାଧ୍ୟାୟ |
  10. ଦିଲ୍ଲୀରେ  ଲକ ଡାଉନ   ସମୟରେ  ଏପ୍ରିଲ 19 ରୁ ମେ 13 ମଧ୍ୟରେ 25 ଦିନ ମଧ୍ୟରେ 2,85,658 ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଯେଉଁମାନେ ନିୟମକୁ ଅବମାନନା କରିଥିଲେ। 11,44,83,827 ଟଙ୍କା ଜରିମାନା ଆଦାୟ କରାଯାଇଛି .
  11. ଲୋକପ୍ରିୟ ବରିଷ୍ଠ ଅଭିନେତା କେ.ଡି. ଚନ୍ଦ୍ରନଙ୍କର ୮୬ ବର୍ଷରେ  ରବିବାର ହୃଦଘାତର ଶୀକାର ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 
  12. ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏପର୍ଯ୍ୟନ୍ତ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍‍ ଟିକା ମାଗଣାରେ ଦିଆଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ୧ କୋଟି ୮୪ ଲକ୍ଷ ଟିକା ଉପଲବ୍ଧ ରହିଛି।
  13. ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହୋଇଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍‍ ଯତ୍ନ କେନ୍ଦ୍ର ତଥା ଗୁରୁ ତେଜ୍‍ ବାହାଦୁର ସଞ୍ଜିବନୀ ହସ୍ପିଟାଲ୍କୁୋ ଇଣ୍ଡିଆନ ଅଏଲ ମାଗଣାରେ ଦୈନିକ ୧୫ ମେଟ୍ରିକ୍‍ ଟନ ତରଳ ଅକ୍ସିଜେନ୍‍ ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
  14. ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨୪ ମେ ଯାଏଁ ତାଲାବନ୍ଦ ଲାଗୁ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି।
  15. ଦ୍ରୁତ ବୋଲର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଅମ୍ପେୟାର ରାଜେନ୍ଦ୍ର ସିଂ ଜାଡେଜାଙ୍କ କୋଭିଡ -19 ସଂକ୍ରମଣ କାରଣୁ ମୃତ୍ୟୁ ହୋଇଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏସସିଏ) ରବିବାର ଏହି ସୂଚନା ଦେଇଛି। ଜାଡେଜାଙ୍କୁ ମୃତ୍ୟୁ ସମୟରେ ୬୬ ବର୍ଷ ବୟସ ହୋଇଥିଲା।
  16. ଇସ୍ରାଏଲ–ଗାଜା ସଂଘର୍ଷ: ଶାନ୍ତି ଲାଗି ଅନ୍ତର୍ଜାତୀୟ ଉଦ୍ୟମକୁ ଅଗ୍ରାହ୍ୟ କଲେ ନେତାନ୍ୟହୁ, କହିଲେ ଜାରି ରହିବ ଆକ୍ରମଣ ।
  17.  ଚୀନରୁ ଭାରତକୁ ଆସିଲା ୩୬୦୦ଟି ଅକ୍ସିଜେନ କନସେଣ୍ଟଟ୍ରେଟର । ପ୍ରାୟ ୧୦୦ ଟନ୍ ଓଜନ ବିଶିଷ୍ଟ ୩,୬୦୦ ରୁ ଅଧିକ ଅକ୍ସିଜେନ କନସେଣ୍ଟଟ୍ରେଟର ନେଇ ଏକ ବୋଇଙ୍ଗ ବିମାନରେ ଚାଇନାର ହାଙ୍ଗଜୋ ବିମାନବନ୍ଦରରୁ ଆସିଲା ।
  18. ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍‌ଓପି ଜାରି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ୍‌କୁ ଫୋକସ ପାଇଁ ନିର୍ଦେଶ।
  19. ଭୁବନେଶ୍ୱର ମହାନଗର ନିଗମରେ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ  ଆରମ୍ଭ ହେବା ଘରକୁ ଘର ବୁଲି ଟିକାକରଣ ଓ କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା। ସକାଳ ୮ଟାରୁ ୧୧ଟା ମଧ୍ୟରେ ଟୋଲ ଫ୍ରି ନଂ (୧୯୨୯)କୁ କଲ୍‌ କରି ବରିଷ୍ଠ ନାଗରିକମାନେ ଟିକା କିମ୍ବା ଟେଷ୍ଟିଂ ପାଇଁ ସମୟ ନିର୍ଦ୍ଧାରିତ କରି ପାରିବେ।
  20. ଆଜି ଖୋଲିବ କେଦାରନାଥ ଧାମ କବାଟ, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ହେବ ପ୍ରଥମ ପୂଜା, ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.