• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଘରୋଇ ସ୍କୁଲ ୨୦୨୦-୨୧ ଶିକ୍ଷାବର୍ଷରେ ୧୫% ଦେୟ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  2. ନୀତି ଆୟୋଗର SDG ଇଣ୍ଡେକ୍ସ ରେ ୧୯କୁ ଖସିଲା ଓଡ଼ିଶା, କିନ୍ତୁ କ୍ଲାଇମେଟ ଆକ୍ସନ,ଲାଇଫ୍ ବିଲୋ ଓ୍ବାଟର ଗୋଲ୍ ରେ ଶ୍ରେଷ୍ଠ।

  3. ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ସାର୍ଟିଫିକେଟର ବୈଧତା ୭ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

  4. କଟକରେ କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ କରାଯାଇଛି ।

  5. ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ପଦ୍ଧତି ନେଇ ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ।

  6. ବାରାଣାସୀରେ ପ୍ରସ୍ତୁତ ଦେଶର ସବୁଠାରୁ ବଡ ଅତ୍ୟାଧୁନିକ କନଭେନସନ ସେଣ୍ଟର ‘ରୁଦ୍ରାକ୍ଷ’ କୁ ଉଦଘାଟନ କରିବେ ମୋଦି । କୋବିଡ ସ୍ଥିତି ସ୍ୱାଭାବିକ ହେବା ପରେ ଖୁବ ଶୀଘ୍ର ଉଦ୍ଘାଟନ କରିବେ ପିଏମ ମୋଦୀ ।

  7. ରାଜସ୍ଥାନ ଅଜମେରରେ ରହୁଥିବା ଧନାରୀ .ବୟସ ମାତ୍ର ୫ ବର୍ଷ, ହେଲେ ବୁଲିଛନ୍ତି ୪୦ରୁ ଅଧିକ ଦେଶ ଏବେ  ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ‘ମୋଷ୍ଟ ଟ୍ରାଭେଲ୍ଡ ବେବି’ ଭାବେ ପାଇଲେ ସ୍ଥାନ ।

  8. ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ ଜାରି । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।

  9. ଭାରତୀୟ ସୀମା ନିକଟରେ ଏୟାରପୋର୍ଟ ନିର୍ମାଣ କରିବ ଚୀନ ।

  10. ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଥିବା ବେଳେ ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  11. ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ରେ 500 ରୁ କମ୍ ନୂତନ କରୋନା, 50 ରୁ କମ୍ ମୃତ୍ୟୁ |

  12. ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟୀକାକରଣ ଶିବିର ଆୟୋଜନ କରିବେ: ଗୌତମ ଗମ୍ଭୀର |

  13. ବିହାରର ଖରାପ ପ୍ରଦର୍ଶନ NITI ଆୟୋଗର SDG ଇଣ୍ଡିଆ ଇଣ୍ଡେକ୍ସ 2020-21 ରେ କେରଳ ଶୀର୍ଷରେ ଅଛି

  14. ଡୋମିନିକା ଚୋକସିଙ୍କୁ ଭାରତ ପଠାଇବା ଉଚିତ୍, ନଚେତ୍ ଏହା ଆମ ପାଇଁ ଏକ ଅସୁବିଧା ହେବ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ |

  15. ଏସସିଙ୍କୁ କେନ୍ଦ୍ରର ପରାମର୍ଶ, କହିଛନ୍ତି- ସଂସଦ ଆପଣଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିପାରିବ

  16. ସର୍ବେକ୍ଷଣ: 2025 ସୁଦ୍ଧା ଦେଶରେ 90 କୋଟି ସକ୍ରିୟ ଇଣ୍ଟରନେଟ ବ୍ୟବହାରକାରୀ ରହିବେ, ଗ୍ରାମଗୁଡ଼ିକ ଆଗରେ ରହିବେ

  17. ବାବା ରାମଦେବ ପତଞ୍ଜଳିର ଅନେକ ଔଷଧ ଲଞ୍ଚ କରନ୍ତି, ଏଥିରେ ଭିଟାମିନ୍, ଜିଙ୍କ ଏବଂ କ୍ୟାଲସିୟମ୍ ଥାଏ |

  18. ତୃତୀୟ ପର୍ଯ୍ଯାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ ହେବ।

  19. ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍  ଡ଼କ୍ଟର ବିଜୟ କୁମାର ସାହୁ ଙ୍କ  ୫୭ ବର୍ଷ ବୟସରେ଼ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର।

  20. ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.