• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୧୦ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ
  2. ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍, ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର୍‌ ଡେଲିଭରି ସେବା ଆରମ୍ଭ ।ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର। 
  3. ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ
  4. ଘରେ ଘରେ ରାସନ ଯୋଜନାକୁ ନେଇ ବିବାଦ: କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ-ଯଦି ପିଜ୍ଜାର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ ?
  5. ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ
  6. ମହାରାଷ୍ଟ୍ରରେ ଏକ ଲକ୍ଷ ମୁହାଁ କରୋନାଜନୀତ ମୃତ୍ୟୁ, ମାତ୍ର ୭ଟି ଦେଶ ଅତିକ୍ରମ କରିଛନ୍ତି ଏହି ଗ୍ରାଫ ।
  7. କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିବ ନାହିଁ କରୋନାର ଦ୍ବିତୀୟ ଲହର, ୩ ପ୍ରତିଶତରୁ ଅଧିକ ରହିବ ଗ୍ରୋଥ୍‌ ରେଟ୍‌
  8. ବିହାରରେ ତୀବ୍ର ହେଲା ଆୟୁର୍ବେଦ ବନାମ ଏଲୋପାଥି ଲଢ଼େଇ, ରାମଦେବଙ୍କ ବିରୋଧରେ ପ୍ରତି ଥାନାରେ ଏତଲା ଦେବେ ଡାକ୍ତର ।
  9. କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍ ।କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ ।
  10. ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟାଙ୍କ ବଡ଼ ଖୁଲାସା, ଅଭିନେତାଙ୍କ ପରିବାର ଉପରେ ଲଗାଇଲେ ସଙ୍ଗୀନ ଅଭିଯୋଗ ।
  11. ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ ।
  12. ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବବୋଲି ମୁଖ୍ୟ ନିର୍ବାଚନ କମିଶନର୍‍ଙ୍କ ସୂଚନା ।
  13. ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ ।
  14. ଚଳିତ ମାସର ପ୍ରଥମ ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ହଜାର କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରକୁ ଛାଡ଼ିଛନ୍ତି
  15. ଚୀନ ରଚିଲା ଇତିହାସ, ତିନି ବର୍ଷର ଶିଶୁଙ୍କ ପାଇଁ ପ୍ରସ୍ତୁତ କଲା ଟିକା ।
  16. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଓ୍ଵିଜଡନ ଚୟନ କଲା ଭାରତର ଚୂଡାନ୍ତ ଏକାଦଶ । ବାଦ ପଡିଲେ ଦ୍ରୁତ ବୋରଲ ଇଶାନ୍ତ ଶର୍ମା
  17. ଫିଫା ୱାର୍ଲଡ କପ୍‌ କ୍ୱାଲିଫାୟର, ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ ।
  18. ଗ୍ରାମାଞ୍ଚଳ ସଂକ୍ରମଣରେ ଓଡ଼ିଶା ଦେଶରେ ୩ନଂ,ଏବେ ଦୈନିକ ୮୦% ସଂକ୍ରମଣ ଗାଁରୁ।
  19. ରାଜ୍ୟ ଗୁଡିକର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ 2019-20 ପ୍ରକାଶ, 14 ତମ ସ୍ଥାନରେ ଓଡ଼ିଶା।
  20. କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.