• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭାର୍ଗବ କହିଲେ ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ।
  2. ଦେବଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ହେଲେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ, ୨୦୧୯ରୁ ମସ୍କୋ ସ୍ଥିତ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ ଭାବେ କାର୍ଯ୍ୟ କରୁଥିଲେ
  3. ଶ୍ରୀଲଙ୍କା ଉପରେ ଭାରି ପଡିଲେ ଦୀପକ ଚହର, ଦ୍ଵିତୀୟ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତି ସିରିଜ୍ କବଜା କଲା ଭାରତ ।
  4. ମହାକାଶ ଯାତ୍ରା କରି ନିରାପଦରେ ପୃଥିବୀକୁ ଫେରି ଆସିଲେ ଜେଫ୍ ବେଜୋସ୍ ଓ ତାଙ୍କ ୩ ସାଥି, ରଚିଲେ ଇତିହାସ ।
  5. ଶୁକ୍ରବାର ଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ ଜାପାନ ସମ୍ରାଟ ନାରୁହିତୋ। 
  6. କଟକ ବଡ ଡାକ୍ତରଖାନା ହେବ ଇକମୋ ଚିକିତ୍ସାର ନୂତନ ହବ୍ । ଲାଗିବ ୯ଟି ଇକମୋ ମେସିନ । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା ।
  7. ଚୀନ୍‌ରେ ଚାଲିଲା ‘ମାଗଲେଭ ଟ୍ରେନ୍’, ଭୂମି ଉପରେ ଚାଲୁଥିବା ବିଶ୍ୱର ସବୁଠୁ ଦ୍ରୁତଗାମୀ ଯାନ ।
  8. ଚତୁର୍ଥ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବଙ୍କ ସୂଚନା-ଏବେ ବି ୪୦କୋଟି ଲୋକ ସମ୍ବେଦନଶୀଳ ଓ ବିଦଦରେ ରହିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା। ସେରୋ ସର୍ଭେ ପରେ ଆଇସିଏମଆର ଡିଜି ବଳରାମ ଭାର୍ଗବଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା-ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ। ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି ବେଶି।
  9. ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତ ଅଭିଯୋଗରେ ଗିରଫ ; ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ପୁଲିସ ପକ୍ଷରୁ ପ୍ରକାଶ। ଜୁଲାଇ ୨୩ ଯାଏ ପୁଲିସ ହେପାଜତରେ ରାଜ୍‌ କୁନ୍ଦ୍ରା ।
  10. ରାଜ୍ୟ ରାଜସ୍ବ ଆୟରେ ୧୧୨% ବୃଦ୍ଧି: ଜୁନ୍ ସୁଦ୍ଧା ୧୭,୬୫୬ କୋଟି ସଂଗ୍ରହ ।
  11. -ବାର୍ଡ ଫ୍ଲୁରେ ୧୧ ବର୍ଷୀୟ ବାଳକର ମୃତ୍ୟୁ, ଦିଲ୍ଲୀ ଏମ୍ସରେ ହେଉଥିଲେ ଚିକିତ୍ସିତ ।
  12. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ।
  13. ଶ୍ରୀଜିଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ସେବା ପାଇଁ ଗଜପତି ମହାରାଜାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  14. ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି ।
  15. ଭାରତରେ କରୋନା ମୃତ୍ୟୁ ନେଇ ଆମେରିକୀୟ ସଂସ୍ଥାର ଦାବି। ସରକାରୀ ହିସାବଠାରୁ ୧୦ ଗୁଣା ଲୋକଙ୍କ ହୋଇଛି ମୃତ୍ୟୁ ।
  16. ବ୍ରହ୍ମପୁର:ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ଦେବଦୂତ’ ପୁରସ୍କୃତ ।
  17. ଶ୍ରୀଲଙ୍କା ଉପରେ ଭାରି ପଡିଲେ ଦୀପକ ଚହର, ଦ୍ଵିତୀୟ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତି ସିରିଜ୍ କବଜା କଲା ଭାରତ ।
  18. ଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଟିକାକରଣ: ବିଏମ୍‌ସି କମିସନର ।
  19. ‘ତାଇୱାନକୁ ସାହାଯ୍ୟ କଲେ ପରମାଣୁ ବୋମାରେ ଦେବୁ ଜବାବ, ଜାପାନକୁ ଧମକ ଦେଲା ଚୀନ ।
  20. ଅପରାହ୍ଣ ୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ୫ଟା ୩୦ସୁଦ୍ଧା ଶେଷହେବ। ରାତି ୧୨ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.