• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ।।
  2. ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ ।
  3. ୧ଆଜିଠାରୁ ଆରମ୍ଭ ହେବ ବିମାନ ସେବା : ପ୍ରତିଦିନ ଉଡାଣ ଭରିବ ୨୦୦ ଫ୍ଲାଇଟ୍‌, ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ।
  4. ୟୁଟ୍ୟୁବ୍ ସୁପର ଥ୍ୟାଙ୍କସ; କଣ୍ଟେଣ୍ଟ କ୍ରିଏଟରଙ୍କୁ ମିଳିବ ଅର୍ଥ ଉପାର୍ଜନର ସୁଯୋଗ ।
  5. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ
  6. ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଓ ଜନସଂଖ୍ୟାଜନିତ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ମୁକାବିଲା କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଆହ୍ୱାନ ଦେଇଛନ୍ତି।
  7. ନୂତନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
  8. ବାଲେଶ୍ୱର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍‍ ସମୟରେ ନୂତନ ପିଢ଼ିର କ୍ଷେପଣାସ୍ତ୍ର ଆକାଶର ସଫଳ ପରୀକ୍ଷଣ କରାଯାଇଛି।
  9. ରାଜ୍ୟ ସରକାର କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ଜୁନ୍‍ ୧୭ ତାରିଖରୁ ଏକ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜ୍‍ଗୁଡ଼ିକୁ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି।
  10. ନବଜୋତ ସିଂ ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ : ୭୭ ରୁ ୬୨ ବିଧାୟକ ସପକ୍ଷରେ ଥିବା ଦାବି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଆସନ ଟଳମଳ  ।
  11. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହିଦ ଦିବସରେ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୧୬କୁ ଖେଲା ହୋବେ ଦିବସଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
  12. ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର । ୟୁପିରେ ଜୁଲାଇ ୩୦ ରେ ୯ ଟି ମେଡିକାଲ କଲେଜର କରିବେ ଲୋକର୍ପଣ ।
  13. ଇନକମ ଟ୍ୟାକ୍ସ ଫର୍ମ ୧୫ ସିଏ, ୧୫ ସିବି ଦାଖଲ ମହଲତ ଅଗଷ୍ଟ ୧୫ ପର୍ଯ୍ୟନ୍ତ ହେଲା ବୃଦ୍ଧି ।
  14. ସତ କହିଲା ହତ୍ୟାକାରୀ ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ । ଅଭିଯୁକ୍ତ ଜଗନ୍ନାଥ କରିଛି ହତ୍ୟା, ଚିକିତ୍ସାରୁ ଭଲ ହେବା ପରେ ଜେରା କଲା ପୋଲିସ ।
  15. ଶୀଘ୍ର ପୁରା ଦୁନିଆରେ ବ୍ୟାପିଯିବ ଡେଲ୍‌ଟା ଭାରିଏଣ୍ଟ, ୧୨୪ ଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି ।
  16. ଜାପାନ ଉପରେ ପରମାଣୁ ବୋମା ପକାଇବାକୁ ଚାଇନା ଦେଲା ଧମକ ।
  17. ଇଣ୍ଡୋନେସିଆର ସାମ୍ବାସ୍ ଜିଲ୍ଲାରେ ଅଶାନ୍ତ ସମୁଦ୍ରର ଝଡ଼ରେ ୧୮ ଟି ମାଛଧରା ବୋଟ ଶିକାର ହୋଇ ୨୪ ମୃତ ୩୧ ଜଣ ନିଖୋଜ ।
  18. ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି (ଆଇଓସି) ଅଷ୍ଟ୍ରେଲିଆ ର ବ୍ରିସବେନକୁ ୨୦୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ ଆୟୋଜିତ କରିବାକୁ ଦେଲେ ଅଧିକାର ।
  19. ଟୋକିଓ ଅଲିମ୍ପିକ ୨୦୨୦: ବିଜୟରୁ ଅଭିଯାନ ଆରମ୍ଭ କଲେ ଜାପାନ ଓ ଆମେରିକା ।
  20. ଭାରତ ବିପକ୍ଷ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ । ଅଗଷ୍ଟ ୪ ତାରିଖରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.