- ସାହିତ୍ୟ ପାଇଁ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ପାଇବେ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍ନାହ ।
- ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବିଦାହେଲେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀ ।
- ଫୋର୍ବସ ମାଗାଜିନ ଅନୁସାରେ ଏହି ୧୦୦ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ୭୭୫ ବିଲିୟନ ଡଲାର ବା ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଲିଷ୍ଟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୯୨.୭ ବିଲିୟନ ଡଲାର ବା ପ୍ରାୟ ୬.୮୯ ଲକ୍ଷ କୋଟି ଟଙ୍କା । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନି ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୭୪.୮ ବିଲିୟନ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ।
- ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ । ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
- କାବୁଲ ଆଫଗାନିସ୍ତାନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନୂଆ ନିୟମ। ୨୦୦୦ରୁ ୨୦୨୦ ମଧ୍ୟରେ ହାଇସ୍କୁଲ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ବେକାର।
- କୋଭିଡ୍ ପାଇଁ ଅନଲାଇନ୍ କ୍ଲାସକୁ ଦିଆଯାଉଛି ପ୍ରୋତ୍ସାହନ । ହେଲେ ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପାଠପଢ଼ା ନେଇ କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।
- ଜୁନ୍ ୩୦ ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି । ସେଥିମଧ୍ୟରୁ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ ତଥ୍ୟ ଦେଇନଥିବା ବେଳେ ପଶ୍ଚିମବଙ୍ଗରେ ସର୍ଭେ ଜାରି ରହିଛି ।
- ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି ।
- ଦେଶରେ କରୋନାର ୨ୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନଥିବାବେଳେ ସରକାର ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୩ୟ ଲହରରେ ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରାଯାଉଛି ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ଭି.କେ. ପଲ କହିଛନ୍ତି ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା ।
- ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି ।
- ରାଜ୍ୟରେ ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର । ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍, ବିନା ମୋବାଇଲରେ କିଭଳି ପଢିଥିବେ ପାଠ ।
- ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର ।
- ଶେଷ ହୋଇନି କରୋନାର ୨ୟ ଲହର: ଆଗାମୀ ୩ ମାସ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ଼ - ପୁରୀ ଜିଲ୍ଲାର ଏଗାର ବ୍ଲକ ପାଇଁ ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
- ପଛକୁ ପଛ ୨ ଲଘୁଚାପ, ବାତ୍ୟା ରୂପ ନେଇ ନପାରେ ପ୍ରଥମ ଲଘୁଚାପ ।
- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର, ଜଣେ ନିଖୋଜ ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.