• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂରା ଦୁନିଆରେ ଠପ୍ ହୋଇଗଲା ବିଶ୍ଵର ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ ଏବଂ ଏହାର ସହଯୋଗୀ କମ୍ପାନୀ ହ୍ଵାଟ୍ସଆପ୍ ଓ ଇନଷ୍ଟାଗ୍ରାମ। ଏ ସମସ୍ତ ୦୯:୦୯ Pm ରୁ ବନ୍ଦ ହୋଇ ଆଜି ସକାଳ ୦୪:୧୫ Am ରେ ଚାଲିଲା । କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ।
  2. ଡ୍ରଗ୍ସ ମାମଲାରେ NCB ବାଦଶାହାଙ୍କ ପୁଅ ଆର୍ୟନ ଗିରଫ । ବାପା ଶାହାରୁଖ ଖାନଙ୍କ ୩୭୮ କୋଟି ଟଙ୍କାର ବ୍ରାଣ୍ଡ ଭାଲ୍ୟୁ ସଂକଟରେ । 
  3. T20 World Cup: ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ କିଛି ଘଣ୍ଟାରେ ଶେଷ, ୩୩୩ ଗୁଣ ମହଙ୍ଗା ହେଲା ଟିକେଟ୍‌ ।
  4. ଲଖିମପୁର ଖେରି ହିଂସାକାଣ୍ଡ : ମୃତ ଚାଷୀଙ୍କ ପରିବାକୁ ୪୫ ଲକ୍ଷ ସହାୟତା ସହ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା .
  5. ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇକୁ ହରାଇ ଶୀର୍ଷକୁ ଉଠିଲା .।
  6. ୨୦୨୧ ବର୍ଷ ପାଇଁ ଡେଭିଡ୍ ଜୁଲିୟସ୍ ଏବଂ ଆର୍ଡେନ୍ ପାଟାମୁଟିୟମଙ୍କୁ ମିଳିବ ନୋବେଲ ପୁରସ୍କାର ।
  7. ଗଜପତିରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।
  8. ଗିରଫ ପରେ ମୁକୁଳିଲେ ଅଖିଳେଶ: ଲଖିମପୁର ଯିବା ବାଟରେ ପ୍ରିୟଙ୍କା ଅଟକ, ଅନଶନରେ ବସିଲେ ।
  9. ସାମନ୍ଥା ଓ ନାଗାଚୈତନ୍ୟ ବିବାହ ବିଚ୍ଛେଦ ମାମଲା: ଭରଣପୋଷଣ ପାଇଁ କ୍ଷତିପୂରଣ ନେବାକୁ ମନାକଲେ ଅଭିନେତ୍ରୀ ସାମନ୍ଥା ।
  10. ଅଗଷ୍ଟରେ ୯୩,୫୫୦ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇଛି ଗୁଗଲ୍‌
  11. ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ, ବିଲ୍ କରାଇବା ପାଇଁ ନେଉଥିଲେ ୮୦ ହଜାର ଟଙ୍କା ।
  12. ଡ୍ରୋନ୍‌ ସାହାଯ୍ୟରେ ମଣିପୁରରେ ହେଲା ଟିକା ବିତରଣ; ଡ୍ରୋନ୍‌ରେ ଟିକା ବିତରଣ କରିବାରେ ଭାରତ ଦକ୍ଷିଣ ପୂର୍ବ ଏସିଆରେ ପ୍ରଥମ ଦେଶ ।
  13. ୟୁପି ହିଂସାକାଣ୍ଡକୁ ନେଇ ରାଜନୀତି: ଉତ୍ତର ପ୍ରଦେଶରେ ଅନ୍ୟଦଳର ରାଜନେତାଙ୍କୁ ପ୍ରବେଶ ଉପରେ କଟକଣା ପରେ ଯୋଗୀଙ୍କୁ ସମାଲୋଚନା ।
  14. ବାତିଲ ହେବନି ନିଟ ପରୀକ୍ଷା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।
  15. ବଢିଲା ଶାହାରୁଖ୍ ଖାନଙ୍କ ପୁଅର ରିମାଣ୍ଡ ଅବଧି । ଆରୟନ ଖାନଙ୍କୁ ୭ ଅକ୍ଟୋବର ଯାଏଁ ହେପାଜତକୁ ନେଲା ଏନସିବି ।
  16. ଆକାଶରେ ରାଫେଲ ସହ ପ୍ରଥମ ଥର ନଜର ଆସିଲା ସ୍କାଲ୍ପ କ୍ରୁଜ୍ ମିସାଇଲ୍, ୫୦୦ କିମି ପର୍ଯ୍ୟନ୍ତ ଶତ୍ରୁ ହେବ ଧ୍ଵସ୍ତ ।
  17. ମମତା ବିଧାୟକ ହେବା ମାତ୍ରେ ବାଚସ୍ପତିଙ୍କ ଶକ୍ତି କମାଇ ଦେଲେ ରାଜ୍ୟପାଳ, ଶପଥ ପାଠ ବି କରାଇ ପାରିବେ ନାହିଁ ।
  18. ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ।
  19. କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା .।
  20. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.