• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶନିବାର କଟକରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣି ଉତ୍ସବ । କୋଭିଡ କଟକଣା ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଶୋଭାଯାତ୍ରାରେ ମାଆଙ୍କ ବିସର୍ଜନ କାର୍ଯ୍ୟ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କଟକ କମିଶନରେଟ୍ ପୋଲିସ । ସହରର ବିଭିନ୍ନ ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର  ବିସର୍ଜନ ପାଇଁ ବିଭିନ୍ନ ସ୍ଥାନ ନିର୍ଦ୍ଧାରିତ କରାଯାଇଛି । ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଉଭୟ କାଠଯୋଡ଼ି ଓ ମହାନଦୀ କୂଳର ୬ଟି ସ୍ଥାନରେ ୧୮ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି ।
  2. ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ ।
  3. ନନ୍ଦନକାନନ ଟଏ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ ।
  4. ବିଜୟା ଦଶମୀରେ ଦେଶକୁ ମୋଦୀଙ୍କ ବଡ ଉପହାର । ୪୧ଟି ଗୋଳାବାରୁଦ କାରଖାନାକୁ ମିଶାଇ ୭ଟି କମ୍ପାନି କଲେ ସରକାର ।
  5. ଆରୟନ ଖାନ ଗିରଫ ମାମଲାରେ ବୈଦେଶିକ ମନ୍ତ୍ରାଳୟ ସହାୟତା ଲୋଡ଼ିଲା ଏନସିବି । ଚାଟରେ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ କରାଯିବ ଖୋଳତାଡ଼ ।
  6. ଓଡ଼ିଶା ସମେତ ୪ ରାଜ୍ୟକୁ ସିଏମ୍‌ ଷ୍ଟାଲିନଙ୍କ ଚିଠି, ବାଣ ଉପରୁ ବ୍ୟାନ୍‌ ହଟାଇବାକୁ କଲେ ଅନୁରୋଧ ।
  7. ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର  ।
  8. JEE ଆଡଭାନ୍ସ ପରୀକ୍ଷା ଫଳ ୨୦୨୧ : ପ୍ରକାଶ ପାଇଲା JEE ଆଡଭାନ୍ସ ପରୀକ୍ଷା ଫଳ, ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଶୀର୍ଷରେ ।
  9. ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ ।
  10. ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ ।
  11. ମହାନ ରାଜନେତା ତଥା ବିଜେଡି ସୁପ୍ରିମୋ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ ।
  12. ଏସ୍‌ସିବିରେ ପୁରୁଷ ଆଟେଣ୍ଡାଣ୍ଟ୍ ବଦଳାଉଛନ୍ତି ମହିଳା ରୋଗୀଙ୍କ ପୋଷାକ; ତଦନ୍ତ ପାଇଁ ସିଏମ୍‌ଓରୁ ଚିଠି ।
  13. କନସର୍ନ ୱାର୍ଲ୍ଡ ୱାଇଡ୍ ଏବଂ ୱେଲ୍ଟ ହଙ୍ଗର ହିଲ୍ଫ ପ୍ରକାଶନୀ ସଂସ୍ଥା ପକ୍ଷରୁ ୧୪ ଅକ୍ଟୋବର, ୨୦୨୧ରେ ପ୍ରକାଶିତ ବିଶ୍ୱ କ୍ଷୁଧା ରିପୋର୍ଟ ୨୦୨୧ ଉପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ବିବୃତି ଜାରି କରାଯାଇଛି ।
  14. ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ।
  15. ଆର୍‌ୟନ୍‌ ଖାନ ଗିରଫ ମାମଲା: ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଲା ଏନସିବି, ଚାଟରେ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ କରାଯିବ ଖୋଳତାଡ଼।
  16. ୨୦୨୩ରେ ହେବାକୁ ଥିବା ଏସିଆ କପ୍‌କୁ ପାକିସ୍ତାନ ଆୟୋଜନ କରିବ । ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ । ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍‌ ଆୟୋଜନ କରିବ । ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍‌ କ୍ରିକେଟ କାଉନ୍ସିଲ (ଏସିସି) ବୈଠକରେ ନିଷ୍ପତ୍ତି ନିଆଯାଇଛି ।
  17. ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୨୦ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି ।
  18. ଦୁଇ ଡୋଜ୍‌ ଟିକା ନେଇସାରିଥିବା ବିଦେଶୀ ଯାତ୍ରୀଙ୍କୁ ନଭେମ୍ବର ୮ରୁ ଆମେରିକାରେ ଏଣ୍ଟ୍ରି ମିଳିବ । ଶୁକ୍ରବାର ଏନେଇ ହ୍ବାଇଟ ହାଉସ୍‌ ପକ୍ଷରୁ ସୂଚନା ମିଳିଛି । 
  19. ମୋଦିଙ୍କ ବଡ଼ ପଦକ୍ଷେପ, ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ବଡ଼ ଶକ୍ତି !
  20. ଏକାଦଶ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠ ପଢା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀର ପିଲାଙ୍କ ଲାଗି କ୍ଲାସରୁମ ପାଠପଢା ହେବ । ସକାଳ ୯ଟାରୁ ଦିନ ସାଢେ ୧୨ଟା ଯାଏଁ ଚାଲିବ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.