• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କଲେ ରାଜ୍ୟର ମନ୍ତ୍ରୀମାନେ।
  2. ଜଗତସିଂହପୁର ଡେପୁଟି କଲେକ୍ଟର, ଆୟର ୧୯୧ ପ୍ରତିଶତ ସମ୍ପତ୍ତି କରିଛନ୍ତି ଠୁଳ କରି ଗିରଫ ହୋଇଛନ୍ତି।
  3. ନୂଆ ରୂପରେ ନୂଆ ବର୍ଷରେ ଘୁରି ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା​‌​‌ ଆଦିକୁ ଏହି ସ୍କ୍ୱାର୍ଡ ଅନୁଧ୍ୟାନ କରିବେ।
  4. ଓଡିଶାରେ ଖାଲିପଡିଛି ୩୪୮୧ ମେଡିକାଲ ଅଫିସର ପଦବୀ, ଡିଗ୍ରୀ କରିଥିଲେ ତୁରନ୍ତ ଆବେଦନ କରନ୍ତୁ
  5. ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶିର ହୋଇଛି ବ୍ୟବସ୍ଥା।
  6. ବୁଷ୍ଟର ଡୋଜ୍ ନେଇଥିବା ଲୋକେ ନେଇ ପାରିବେନି ନାଜାଲ୍‌ ଭ୍ୟାକ୍ସିନ।
  7. ଫୋନ୍‌ରୁ ଆରମ୍ଭ କରି ଲ୍ୟାପ୍‌ଟପ୍ ପର୍ଯ୍ୟନ୍ତ ବ୍ୟବହାର ହେବ ଗୋଟିଏ ପ୍ରକାର ଚାର୍ଜର, ସରକାରଙ୍କ ନୂଆ ନିୟମ।
  8. ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ପୁନଃବିକାଶ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସରିବ।
  9. ପୁଣି ଥରେ ଖେରସନ ସହ ହରାଇଥିବା ସହରକୁ ଅକ୍ତିଆର କରିବାକୁ କ୍ରେମଲିନ ଜୋରଦାର କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ମିଳିତ ଜାତିସଂଘ ଆୟୋଜନ କରିପାରେ ଶାନ୍ତି ବୈଠକ ।
  10. ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକାରେ ଟ୍ରାଇ-ସିରିଜ ପାଇଁ ବୁଧବାର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । 
  11. ମୁକେଶ ଅମ୍ବାନିଙ୍କ ନେତୃତ୍ୱରେ ୨୦ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୨୦ ଗୁଣା ବୃଦ୍ଧି ।
  12. ଘାତକ ଭୂତାଣୁ ବିଛାଇଛି ମୃତ୍ୟୁର ଜାଲ । ପାର୍କିଂ ସ୍ଥାନ ପାଲଟିଛି ଶବ ଗୃହ, କାର ସାଜିଛି ହସ୍ପିଟାଲ ବେଡ୍ ।
  13. ନିଜକୁ ଆହୁରି ମଜଭୁତ କରିବ ଉତ୍ତର କୋରିଆ, ୨୦୨୩ ଲାଗି ସେନା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କଲେ କିମ୍‌ ଜୋଙ୍ଗ ଉନ୍ ।
  14. ବଲାଙ୍ଗୀର ଗସ୍ତରେ ମହାମହିମ ରାଜ୍ୟପାଳ, ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା, ଉଡାନ ମିଟ୍‌ର କଲେ ଉଦଘାଟନ ।
  15. ରେଳବାଇର ଘରୋଇକରଣ ଯୋଜନା ନାହିଁ : ଅଶ୍ୱିନୀ ବୈଷ୍ଣବ ।
  16. ବଦଳିବ ଗାଡ଼ି କିଣାବିକା ନିୟମ: ଗାଡ଼ି ଚୋରି ଉପରେ ଲାଗିବ ରୋକ, କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।
  17. କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର  ବୁଧବାର ଦିନ ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି।
  18. ଭାରତୀୟ ଦଳ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ।
  19. ଚନ୍ଦ୍ରବାବୁ ନାଇଡୁଙ୍କ ସଭା ବେଳେ ଦଳାଚକଟା: ୮ ଟିଡିପି କର୍ମୀ ମୃତ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.