-
ଭାରତରେ କିଡନୀ ରୋଗୀଙ୍କ ମଧ୍ୟରୁ ଡାଏଲିସିସ୍ କରୁଥିବା ପ୍ରାୟ ୨୮ ପ୍ରତିଶତ ୧୦ ମାସ ମଧ୍ୟରେ ମୃତ୍ୟୁବରଣ କରନ୍ତି।
-
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ତାଙ୍କ ଅନୁପସ୍ଥିତିରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏବେ ନିୟମିତ ଶାସନ ଚଳାଇବାରେ ସଙ୍କଟର ସମ୍ମୁଖୀନ ହୋଇଛି।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦ୍ମୀ ପାର୍ଟିର ଅନେକ ବରିଷ୍ଠ ନେତା ଛନ୍ଦି ହୋଇପଡ଼ିଥିବା ବେଳେ ବରିଷ୍ଠ ନେତା ସଂଜୟ ସିଂହଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିବା ବହୁତ ବଡ଼ ଆଶ୍ବସ୍ତ ଆଣିଛି।
-
ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିବା ଜନବସତିହୀନ ଦ୍ୱୀପ କଚ୍ଚାଥିଭୁ ଉପରେ ଶ୍ରୀଲଙ୍କା ନିଜର ନିୟନ୍ତ୍ରଣକୁ ଦୃଢ଼ କରିଛି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ତିହାର ଜେଲରେ ପ୍ରଥମ ରାତି ବିତାଇବା ପରେ ମଙ୍ଗଳବାର ସକାଳେ ତାଙ୍କୁ ଜଳଖିଆ ପାଇଁ ରୁଟି ଓ ଚା ଦିଆଯାଇଥିଲା।
-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ରାଜ୍ୟସଭାରୁ ଅବସର ନେବାକୁ ଯାଉଛନ୍ତି। ଏହା ସହିତ ଗତ ୩୩ ବର୍ଷ ଧରି ଚାଲିରହିଥିବା ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବ ।
-
ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ନେଇ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ପରିଷଦରେ ଭାରତକୁ ନିଶ୍ଚିତ ଭାବେ ସ୍ଥାୟୀ ସଦସ୍ୟତା ମିଳିବ। କାରଣ ପୃଥିବୀର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଏହି ଭାବନା ରହିଛି।
-
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ଏମ୍ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର କମ୍ପାନି ପକ୍ଷରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି।
-
ହ୍ବାଟସ୍ଆପ୍ ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରିରେ ରେକର୍ଡ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷିଦ୍ଧ କରାଯାଇଛି। ହ୍ବାଟସଆପ୍ରେ ଦୁର୍ବବ୍ୟବହାରକୁ ରୋକିବା ଏବଂ ଆଇଟି ନିୟମ ୨୦୨୧କୁ ପାଳନ କରି କମ୍ପାନି ଏହି ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରିଛି।
-
କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍କୋ) ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବାଧିକ ବକ୍ସାଇଟ୍ ଓ ଆଲୁମିନିୟମ୍ ଉତ୍ପାଦନ କରି ନୂଆ ରେକର୍ଡ ସ୍ଥାପନ କରିଛି।
-
ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡ଼ାରେ ଦିଆଯାଇଥିବା ରିହାତି ପ୍ରତ୍ୟାହାର ପରେ ଭାରତୀୟ ରେଳ ଅତିରିକ୍ତ ୫,୮୦୦ କୋଟି ଟଙ୍କା ସଂଗ୍ରହ କରିଥିବା ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅନୁଯାୟୀ ପଚରାଯାଇଥିବା ପ୍ରଶ୍ନରୁ ଜଣାପଡିଛି।
-
ଓଡିଶା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧,୪୬,୮୪୩ ବୃଦ୍ଧି ଘଟିଛି। ଫଳରେ ମୋଟ ଗ୍ରାହକ ସଂଖ୍ୟା ୩ କୋଟି ୩୪ ଲକ୍ଷ ୧୨ ହଜାର ୪୭୦କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।
-
ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ।
-
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଅଧିକ। ଦେଶର ମୁଖ୍ୟ ବିଚାରପତି ପ୍ରତି ମାସରେ ୨,୮୦,୦୦୦ ଟଙ୍କା ଦରମା ପାଆନ୍ତି ।
-
ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA ।
-
କେନ୍ଦ୍ରାଂଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପିଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
-
ଇଭିଏମ୍ ଓ VVPAT ସ୍ଲିପ୍ ଗଣତିକୁ ନେଇ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।
-
ଛତିଶଗଡ଼ ସୀମାନ୍ତରେ କମ୍ବିଂ ଅପରେସନ ବେଳେ ନକ୍ସଲ-ପୁଲିସ ମୁହାଁମୁହିଁ। ପୁଲିସ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି। ଆଜି ସକାଳେ ପୁଲିସ ବିଜାପୁର ଜିଲ୍ଲାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।
-
ଭିସ୍ତାରା ୩୮ଟି ବିମାନ ଚଳାଚଳ ବାତିଲ କଲା । ପାଇଲଟଙ୍କ ସଂଖ୍ୟା କମ୍ ଥିବାରୁ ବିମାନ ଚଳାଚଳ ସଂଖ୍ୟା ହ୍ରାସ କରିଛି କମ୍ପାମୀ।
-
ମଙ୍ଗଳବାର ଦିନ ଥାଇଲାଣ୍ଡର ଫୁକେଟରେ ଅନୁଷ୍ଠିତ ଆଇଡବ୍ଲୁଏଫ୍ ବିଶ୍ୱକପ୍ରେ ମହିଳା ୫୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ଭାରୋତ୍ତୋଳନକାରୀ ବିନ୍ଦ୍ୟାରାଣୀ ଦେବୀ ମଙ୍ଗଳବାର ଦେଶ ପାଇଁ ଗୌରବ ଆଣିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.