• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମାଇକ୍ରୋସଫ୍ଟ ୱିଣ୍ଡୋଜ ବ୍ୟବହାରକାରୀମାନେ ଶୁକ୍ରବାରି ‘ବ୍ଲୁ ସ୍କ୍ରିନ ଅଫ ଡେଥ’ (BSOD) ର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ, ଲକ୍ଷ ଲକ୍ଷ ଲୋକଙ୍କ ଲାପଟପ କିମ୍ବା PC ଗୁଡିକ ସ୍ଵୟଂଚାଳିତ ଭାବରେ ବନ୍ଦ କିମ୍ବା ରିଷ୍ଟାଟ ହେଉଛି।

  2. 2.ଓସ୍କାର ବିଜେତା ଚଳଚ୍ଚିତ୍ର ‘ଆରଆରଆର’ର ଅଭିନେତା ଦକ୍ଷିଣ ଭାରତୀୟ ସୁପରଷ୍ଟାର , ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଏମ)ରେ ରାମ ଚରଣଙ୍କୁ ଭାରତୀୟ କଳା ଓ ସଂସ୍କୃତିର ରାଷ୍ଟ୍ରଦୂତ ପୁରସ୍କାରରେ ସମ୍ମାନିତ କରାଯିବ।

  3. 3.ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ,  ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ ଗଚ୍ଛିତ ଅଛି ।

  4. 4.ଉତ୍ତରପ୍ରଦେଶର ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ ପଳାତକ ଘୋଷିତ କରିଛନ୍ତି।

  5. 5.ପାକିସ୍ତାନରେ ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କର ଜନସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଶିଖ ଏବଂ ପାରସୀଙ୍କ ଜନସଂଖ୍ୟା ସମାନ ରହିଛି। ଦେଶର ୨୪କୋଟିରୁ ଅଧିକ ଲୋକଙ୍କର ମୋଟ ଜନସଂଖ୍ୟାରେ ୩୮ ଲକ୍ଷ ହିନ୍ଦୁ ଅଛନ୍ତି।

  6. 6.ପଦ୍ମଶ୍ରୀ କମଳା ପୂଜାରୀଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

  7. 7.ଆମେରିକାରେ ମିଳିଥିବା ଏକ ଡାଇନୋସର କଙ୍କାଳ ୩୭୩ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି।

  8. 8.ଆମେରିକାର  ଅଭିନେତା ତଥା ହାସ୍ୟରସ କଳାକାର ବବ ନ୍ୟୁହାର୍ଟଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି।

  9. 9.ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି। ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ଭାବେ ପୃଥକ୍ ହେବାକୁ ନିଷ୍ପତ୍ତି ନେଇଛୁ।

  10. 10.ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

  11. 11.ବିହାରର ବିଭିନ୍ନ ଜିଲ୍ଲାରେ କିଛି ଦିନ ଧରି ଘଟିଥିବା ହତ୍ୟାକାଣ୍ଡ ହିଁ ପ୍ରମାଣିତ କରୁଛି ଯେ ଏବେ ଅପରାଧୀମାନେ ଖୁଲମଖୁଲା ଭାବେ ଅପରାଧ କରୁଛନ୍ତି |

  12. 12.ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପାଟନାରୁ ଏମ୍ସରୁ ୪ ଜଣ ଛାତ୍ରଙ୍କୁ ଗିରଫ କରିବା ପରେ ସୁରେନ୍ଦ୍ର କୁମାରଙ୍କ ନାମ ସାମ୍ନାକୁ ଆସିଥିଲା।

  13. 13.ଐତିହାସିକ ଚନ୍ଦ୍ରଯାନ-୩ ମିଶନରେ ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠକୁ ଛୁଇଁଲା ସେତେବେଳେ ସେ ବେଶ ଉଲ୍ଲସିତ ହୋଇ ଉଠିଥିଲେ। କିନ୍ତୁ ଏବେ ତାଙ୍କ ଖୁସି ଦୁଇ ଗୁଣିତ ହୋଇ ଯାଇଛି।

  14. 14.ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଏତେ କମ ବଲରେ ଦଳୀୟ ସ୍କୋର ୫୦ ଛୁଇଁବାର ରେକର୍ଡ ହୋଇଛି।

  15. 15.ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ ହରାଇ ୧୪.୧ ଓଭରରେ ଟାର୍ଗେଟକୁ ହାସଲ କରି ନେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.