-
1.ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି। ଔଷଧ ଦୋକାନରେ ଇଞ୍ଜେକସନ୍ ଦିଆଯିବ ନାହିଁ
-
2.କଟକର ବାଲିଯାତ୍ରା ପଡ଼ିଆରେ ୧୧ ତାରିଖରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା
-
3.ଶ୍ରମ ଶକ୍ତିରେ ପରିବର୍ତ୍ତନ। ନିଯୁକ୍ତି ଲାଗି ପୁରୁଷ ସହର ମୁହାଁ, କୃଷିରେ ମହିଳାଙ୍କ ଅଂଶଗ୍ରହଣ ୭୨% ବୃଦ୍ଧି ପାଇଛି ।
-
4.ରାଜସ୍ୱ ମାନଚିତ୍ରକୁ ମାଛକୁଣ୍ଡ ନଦୀ ଆସି ପାରୁନି, ପ୍ରକ୍ରିୟା ଚାଲିଛି କହି ପ୍ରଶାସନ ଚୁପ୍।
-
5.ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ। କହିଲେ ଏବେ ଉଭୟ ଅଙ୍ଗନବାଡ଼ି ଓ ଶିଶୁ ବାଟିକା ଚାଲିବ।
-
6.କଟକରେ ବଢିବ ସିଡିଏର ପରିସୀମା, ୨୦ ଏକର ଜମିରେ ନିର୍ମାଣ ହେବ କପଡା ହୋଲସେଲିଂ ମାର୍କେଟିଙ୍ଗ ଜୋନ।
-
7.ମୟୁରଭଞ୍ଜ ସାରସକଣା ରେ ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୩ ଗୁରୁତର ହେଲେ ।
-
8.କଟକ ବଜ୍ରକବାଟୀ ରୋଡ଼ରେ ଥିବା ୨ ଟି ନର୍ସିଙ୍ଗ ହୋମରେ ସ୍ୱାସ୍ଥ୍ୟ ବିଭାଗ ଚଢ଼ଉ, ୫୦ ହଜାର ଟଙ୍କା ଲେଖା ଜରିମାନା
-
9.ପରିବାର ସହ ସିକନ୍ଦରାବାଦ ଯାଉଥିବା ନାବାଳିକାଙ୍କୁ ଟ୍ରେନ ଶୌଚାଳୟରେ ଦୁଷ୍କର୍ମ ଅଭିଯୋଗରେ ବିହାରୀ ଯୁବକ ଗିରଫ।
-
10.ତେଲେଙ୍ଗାନାରେ ଛତିଶଗଡ଼ର ୮୬ ମାଓବାଦୀ ଆତ୍ମସମର୍ପଣ କଲେ।
-
11.ଆଗାମୀ ବର୍ଷ ଗୁଡିକରେ ଅନ୍ତର୍ଜାତୀୟ ବଜାର ପ୍ରଭାବରେ ୫୬ ହଜାରକୁ ସୁନାଦର ଖସିପାରେ ।
-
12.ସାବଧାନ, ଆଇସକ୍ରିମ୍ ଓ କୋଲ୍ଡଡ୍ରିଙ୍କ୍ସରେ ମିଶୁଛି ଲୁଗାଧୁଆ ଡିଟରଜେଣ୍ଟ ପାଉଡର, ହାଡ଼କୁ ଦୁର୍ବଳ କରୁଛି।
-
13.କ୍ରିକେଟ ଆଇପିଏଲ୍ ରେ ଚେନ୍ନାଇକୁ ୨୫ ରନରେ ହରାଇଲା ଦିଲ୍ଲୀ। ପଞ୍ଜାବ କିଙ୍ଗସ୍ ହାରିଲା, ୫୦ ରନ୍ ରେ ଜିତିଲା ରାଜସ୍ଥାନ
-
14.ଅଷ୍ଟମ ବେତନ କମିଶନ୍ ନେଇ ଅପଡେଟ୍, ବଢିବନି ଫିଟ୍ମେଣ୍ଟ ଫାକ୍ଟର ।
-
15.ଆସନ୍ତା ମାସରେ ଭାରତର ଶୁଭ୍ରାଂଶୁ ଶୁକ୍ଲା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିବେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.