-
1.ଭାବ ସମୁଦ୍ରରେ ବିଭୋର ହୋଇଥିଲେ ଅଗଣିତ ଭକ୍ତ। ପହଣ୍ଡି ସଅଳ ଆରମ୍ଭ ହେଲା, କିନ୍ତୁ ସରିବା ବିଳମ୍ବ ହେଲା। ବିଧି ରକ୍ଷା ପାଇଁ ଗଡ଼ିଲା ନନ୍ଦିଘୋଷ। ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ରଥାରୂଢ଼ ମହାପ୍ରଭୁଙ୍କ ଆଡ଼କୁ ଛୁଟୁଥିବା ଭକ୍ତଙ୍କ ପାଦରେ ଲାଗିନଥିଲା ବିରାମ।
-
2. ନିର୍ବାଚନ ସୁରକ୍ଷା ଉପରେ ଦେଶକୁ ସମ୍ବୋଧିତ କରି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି। ଚୀନ୍ ନିର୍ବାଚନ ତଥ୍ୟରେ ବଡ଼ଧରଣର ହେରଫେର କରିଥିବା ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୨୦୨୦ରେ ନିର୍ବାଚନକୁ ପ୍ରଭାବିତ କରିବାରେ ଚୀନର ଭୂମିକାର ତଦନ୍ତ କରିବାକୁ ଟ୍ରମ୍ପ ଏଫବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
-
3.ନିଟ୍ ୟୁଜି ପରୀକ୍ଷାଫଳରେ ୧୧ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ୫୮ ପ୍ରତିଶତ ଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି | ୭୨୦ରୁ ୭୦୦ ନମ୍ବର ଆଣିଛନ୍ତି ୧୯ ଜଣ ପରୀକ୍ଷାର୍ଥୀ |
-
4.ନିର୍ବାଚନ ସୁରକ୍ଷା ଉପରେ ଦେଶକୁ ସମ୍ବୋଧିତ କରି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି। ଚୀନ୍ ନିର୍ବାଚନ ତଥ୍ୟରେ ବଡ଼ଧରଣର ହେରଫେର କରିଥିବା ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୨୦୨୦ରେ ନିର୍ବାଚନକୁ ପ୍ରଭାବିତ କରିବାରେ ଚୀନର ଭୂମିକାର ତଦନ୍ତ କରିବାକୁ ଟ୍ରମ୍ପ ଏଫବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
-
5.ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାର ଅଭିଯୁକ୍ତ ଡାକ୍ତର ମନୋଜ ଭଗବାନରାଓ ଶିରୁରେଙ୍କ ଜାମିନ ଆବେଦନକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ସିବିଆଇ ଦୃଢ଼ ବିରୋଧ କରିଛି।
-
6.ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ମତଦାତା ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଅଧୀନରେ ରାସନ ନ ଦେବା ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି।
-
7.ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଆଇଆର୍ସିଟିସିର ଏକ ନୂଆ ୱେବସାଇଟ୍ ଆରମ୍ଭ ହୋଇଛି। ପୁରୁଣା ୱେବସାଇଟ୍ରେ ଉନ୍ନତୀକରଣ କରି ଏହାକୁ ପ୍ରସ୍ତୁତ କରାଯାଇଛି।
-
8.ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିବା ଆଣ୍ଡ୍ରଏଡ୍ ଫୋନ୍ ବ୍ରାଣ୍ଡ୍ ୱାନ୍ପ୍ଲସ୍ ଖୁବ୍ଶୀଘ୍ର ଆମେରିକା ଓ ୟୁରୋପରେ ଏହାର କାରବାର ବନ୍ଦ କରିବ।ଓପୋର ଅନ୍ୟତମ ବ୍ରାଣ୍ଡ୍ ରିଅଲ୍ମି ମଧ୍ୟ ଚୀନ ବଜାରରେ କାରବାର ବନ୍ଦ କରିବ। କିନ୍ତୁ ୱାନ୍ପ୍ଲସ୍ ବ୍ରାଣ୍ଡ୍ ଚୀନ୍ରେ ରହିବ।
-
9.ସିଏନ୍ଜି ଟାକ୍ସିର ଗ୍ରହଣୀୟତା ବଢ଼ାଇବା ପାଇଁ ହୁଣ୍ଡାଇ ମୋଟର ଇଣ୍ଡିଆ ଓ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ହୋଇଛି।
-
10.ହୋମ୍ ଫର୍ଣ୍ଣିଚର କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ୍ ଡୁରିଆନ୍ ପକ୍ଷରୁ ବିଭିନ୍ନ ପ୍ରକାର ଆସବାବପତ୍ର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି।
-
11.ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ ଆସିଲେ ଏହା ଉପରେ ବଡ ଆକ୍ରମଣ ହେବ।
-
12.୧୬. ଆତଙ୍କବାଦୀ ପାଣ୍ଠି ଯୋଗାଣ ଏବଂ ବେଆଇନ ଅନୁପ୍ରବେଶ ର୍ୟାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ଅନ୍ୟାନ୍ୟ ସ୍ଥାନରେ ୧୬ଟି ସ୍ଥାନରେ ତଲାସୀ ଅଭିଯାନ ଚଳାଇଛି।
-
13.ଗୁରୁବାର ସୁପ୍ରିମକୋର୍ଟ ସିବିଏସଇ ପାଠ୍ୟକ୍ରମ ଅଧୀନରେ ୯ମ ଶ୍ରେଣୀ ସ୍ତରରେ ତୃତୀୟ ଭାଷା ପ୍ରଚଳନ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ସେହି ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କୁ ଏକ ନୂତନ ଭାଷା ଶିଖିବା ଆବଶ୍ୟକ କରିବା ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ଉପରେ ଅନାବଶ୍ୟକ ଚାପ ପକାଇପାରେ।
-
14.ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୮.୫ ଟଙ୍କାରୁ ୧୫.୫ ଟଙ୍କାକୁ ବୃଦ୍ଧି କରାଯାଇଛି, ଯେତେବେଳେ ବିମାନ ଟର୍ବାଇନ୍ ଇନ୍ଧନ ଉପରେ ଶୁଳ୍କ ପ୍ରତି ଲିଟର ୭.୫ ଟଙ୍କାରୁ ୧୪.୫ ଟଙ୍କାକୁ ବୃଦ୍ଧି କରାଯାଇଛି।
-
15.ବିଶ୍ୱର ସବୁଠାରୁ ଉଚ୍ଚ କାଠ ରଥ କେନ୍ଦୁଝର ସହରର ବଡ଼ଦାଣ୍ଡ (ଗ୍ରାଣ୍ଡ ରୋଡ୍) ଦେଇ ଗଡ଼ିଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
