-
1.ଭାରତର ପ୍ରତିଟି କୋଣ ଅନୁକୋଣରେ ଶ୍ରଦ୍ଧାଳୁମାନେ ବାଣ ଫୁଟାଇ ଏହି ପର୍ବ ପାଳନ କରିଛନ୍ତି । କିନ୍ତୁ ବାଣର କୁପ୍ରଭାବ କିପରି ଭାରତର ଜଳବାୟୁ ଉପରେ ପଡିଛି ତା’ର ଭୟଙ୍କର ଚିତ୍ର ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ।
-
2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍ ଡାଉଥାଟ୍ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ ନେଇ ଟ୍ରମ୍ପ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସେ ଜଣେ ଧାର୍ମିକ ବ୍ୟକ୍ତି ଏବଂ ତାଙ୍କର ଆଶା ଯେ ମୃତ୍ୟୁ ପରେ ସେ ସ୍ୱର୍ଗକୁ ଯିବେ। ସେ ନର୍କକୁ ଯିବାକୁ ଚାହାନ୍ତି ନାହିଁ।
-
3.ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ୨୦୨୭ ମସିହା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଏସଆର) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ୧ ଜାନୁଆରି ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।
-
4.ମଧୁବାବୁ ପେନ୍ସନ ଯୋଜନାରେ ଡିସେମ୍ବରରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭତ୍ତା ମିଳିବ। ନୂଆ ୫,୦୫,୮୧୭ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି।
-
5.ଟିପିସିଓଡିଏଲ୍ କର୍ତ୍ତୃପକ୍ଷ କଠୋର ମନୋଭାବ ପୋଷଣ କରିଛନ୍ତି। ଆସନ୍ତା ୧୫ ତାରିଖ ମଧ୍ୟରେ ଆନ୍ଦୋଳନ ପ୍ରତ୍ୟାହର କରି କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-
6.ତାମିଲନାଡୁ ସରକାର ୨୨.୧୦ କୋଟି ଟଙ୍କାର ଅନଲାଇନ୍ ଠକାମିର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ୨୨.୧୦ କୋଟି ଟଙ୍କା ବେଆଇନ ଉଠାଣ ନେଇ ବିଜେପି ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କୁ କଡ଼ା ସମାଲୋଚନା କରିଛି।
-
7.ସୋନିଆ ଗାନ୍ଧୀଙ୍କ ତାଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।
-
8.ଇରାନ ସହ ଆମେରିକାର ଯୁଦ୍ଧ ସାମରିକ ଦୃଷ୍ଟିରୁ ପ୍ରାୟ ଶେଷ ହୋଇଯାଇଛି। ଏବେ ଆମେରିକା ବର୍ତ୍ତମାନର ସ୍ଥିତାବସ୍ଥା ବଜାୟ ରଖିବାକୁ ଚାହୁଛି ଏବଂ ନୂଆ କରି ବଡ଼ଧରଣର ସାମରିକ ଆକ୍ରମଣ କରିବାର ସମ୍ଭାବନା କମ୍ ରହିଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
-
9.ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାର ତଳକୁ ହ୍ରାସ ପାଇଛି। ଅଗଷ୍ଟ ମାସଠାରୁ ପ୍ରଥମ ଥର ପାଇଁ ଏହା ହୋଇଛି।
-
10.ଅଷ୍ଟ୍ରେଲିଆର ସର୍ବବୃହତ୍ ବିମାନ ସଂସ୍ଥା ‘କ୍ୱାଣ୍ଟାସ ଏୟାରୱେଜ୍’ (Qantas Airways) ଏହାର କାର୍ଯ୍ୟବିଧିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୨୦୨୭ ମସିହା ମଧ୍ୟଭାଗରୁ ପ୍ରାୟ ୮୫୦ଟି କର୍ମଚାରୀ ପଦବୀ ହ୍ରାସ କରାଯିବ।
-
11.ଚାକିରି ଆରମ୍ଭରୁ ଟଙ୍କା ଲୋଭ ବେଶ୍ ମହଙ୍ଗା ପଡ଼ିଛି। ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି।
-
12.ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁର୍ନୀତିର ଧାରାକୁ ବନ୍ଦ କରିବା ଓ ଗରିବୀର ବିଲୋପ ପାଇଁ ବଜାରରେ ପ୍ରଚଳିତ ୫୦୦ ଓ ୨ ହଜାର ଟଙ୍କିଆ ନୋଟକୁ ରଦ୍ଦ କରାଯିବା ସପକ୍ଷରେ ମତ ରଖିଛନ୍ତି ।
-
13.ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଅନ୍ନା କୋନିଡେଲାଙ୍କ ବିବାହ ବିଚ୍ଛେଦ ଘଟିଛି। ବିବାହର ୧୩ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି।
-
14.ଭାରତୀୟ ନିର୍ବାଚନ ଆୟୋଗ (ECI) ଜାନୁଆରୀ ମାସର ପ୍ରଥମାର୍ଦ୍ଧରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି।
-
15.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ (ଚିତ୍ର) କହିଛନ୍ତି ଯେ, ସଂଘ ନିଜର ସ୍ୱୟଂସେବକମାନଙ୍କ ନିଷ୍ଠା, ପ୍ରତିବଦ୍ଧତା ଏବଂ ନିରନ୍ତର ପ୍ରୟାସ ବଳରେ ଶହେ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରିଛି; ଏଥିପାଇଁ କାହାରି ସହାୟତା କିମ୍ବା ପୃଷ୍ଠପୋଷକତାର ଆବଶ୍ୟକତା ପଡ଼ିନାହିଁ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
