
ମାଇକ୍ରୋ-କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ଦିବସ
ମାଇକ୍ରୋ-କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ଦିବସ 2017 ମସିହାରୁ ପ୍ରତିବର୍ଷ 27 ଜୁନ୍ ଦିନ ସର୍ବଭାରତୀୟ ସ୍ତରରେ ପାଳନ କର ଯାଉ ଆସିଛି । ଏହା ବିଶ୍ୱରେ ଉପାଦାନ ଭିତିକ ହୋଇ ଥିବାରୁ ଯୁବ ଗୋଷ୍ଠୀମାନକୁ ଚାକିରୀ ଦେବାରେ ସାହାଯ୍ୟ କରି ପାରିଛି ।
ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ଦିବସ: ଇତିହାସ
ମିଳିତ ଜାତିସଂଘର ସାଧାରଣ ସଭା (UNGA) ଏହାର ୭୪ ତମ ସର୍ବଦଳୀୟ ବୈଠକରେ ୬ ଏପ୍ରିଲ ୨୦୧୭ ରେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ଦିବସ ଭାବରେ ପାଳନ କରିବାକୁ ୨୭ ଜୁନ୍ ଦିନଟିକୁ ଘୋଷଣା କରିଛି। ସ୍ଥାୟୀ ବିକାଶ ଲକ୍ଷ୍ୟ (SDG’s) ହାସଲ କରିବାରେ ଏହା MSME ର ଗୁରୁତ୍ୱକୁ ଭୂମିକାକୁ ସ୍ୱୀକାର କରିବାକୁ ପଡିବ । ଏହା ସମସ୍ତଙ୍କ ପାଇଁ ନବସୃଜନ, ସୃଜନଶୀଳତା ଏବଂ ସ୍ଥାୟୀ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ।
ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ ଦିବସ ଥିମ୍:
ବିଷୟବସ୍ତୁ ହେଉଛି 'ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ହାସଲ କରିବା, ଏବଂ ଏକ ଅର୍ଥନୀତି ଯାହା ସବୁଜ ଏବଂ ସୁନ୍ଦର ଅଟେ, ସବୁଠାରେ ସ୍ଥିର ଏବଂ ସମୃଦ୍ଧ ଏମଏସଏମଇ ଆବଶ୍ୟକ କରେ ।
ଏହି ଥିମ୍ ସହିତ, UNDESA କାର୍ଯ୍ୟଗୁଡ଼ିକ ଉପରେ ଆଲୋଚନା କରି ଯାହା MSME ପାଇଁ ଶୀଘ୍ର COVID-19 ସମୟରେ ପୁନରୁଦ୍ଧାରକୁ ସୁନିଶ୍ଚିତ କରିବା ପାଇଁ ନିଆଯାଇପାରେ ତାହା ସ୍ଥିର କରିବା ସହ ଏକ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ମଧ୍ୟ ମନେ ରଖିବ । ଏହା ସମସ୍ତଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ ପ୍ରଦାନ କରୁଥିବାବେଳେ ସୃଜନଶୀଳତା ଏବଂ ନବସୃଜନ ଚିନ୍ତନ ବୃଦ୍ଧି କରିଥାଏ । ଆନ୍ତର୍ଜାତୀୟ ସ୍ତରରେ କରୋନାଭାଇରସ୍ (COVID-19) ମହାମାରୀ ଏବଂ ପରବର୍ତ୍ତୀ ତାଲା ବନ୍ଧ ମଧ୍ୟରେ ଛୋଟ ଉଦ୍ୟୋଗ ଉପରେ ଏକ ପ୍ରଭାବ ପଡିଛି ।ଏହାକୁ ମୁକାବିଲା କରିବାକୁ ଏମ୍ଏସ୍ଏମ୍ଇକୁ 75,000-କୋଟିରୁ ଅଧିକ ଋଣ ଭାରତୀୟ ବ୍ୟାଙ୍କ ମଞ୍ଜୁର କରିଛି ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution