• +91-9861016349 / +91-9437281655
  • Email: amarisatya@gmail.com

Day Observation's


୭୫  ତମ ସ୍ୱାଧୀନତା ଦିବସ

ଅଗଷ୍ଟ ୧୫ , ୨୦୨୧   ରେ ଭାରତ ତାହାର  ୭୫  ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ। ଅଗଷ୍ଟ ୧୫ , ୧୯୪୭  ରେ, ଭାରତ ପ୍ରାୟ ୨୦୦  ବର୍ଷର ବ୍ରିଟିଶ ଶାସନକୁ ସମାପ୍ତ କରି ସ୍ୱାଧୀନତା ପାଇଲା।

ଜବାହରଲାଲ ନେହେରୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସ ଜୁଲାଇ 4, ୧୯୪୭  ରେ ଭାରତୀୟ ସ୍ୱାଧୀନତା   ବିଲ୍ ପାରିତ କଲା । ମୋହନଦାସ କରମଚାନ୍ଦ ଗାନ୍ଧୀ, ନତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ  ସିଂ , ରାଣୀ ଲକ୍ଷ୍ମୀ ବାଇ ଏବଂ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନେ  ସାଧାରଣ ଲୋକଙ୍କ ସହ  ସ୍ୱାଧୀନତା ହାସଲ କରିବାକୁ ଆଗେଇ ଆସିଥିଲେ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଅଗଷ୍ଟ ୧୫ , ୧୯୪୭  ରେ ଦିଲ୍ଲୀର  ରେଡ ଫୋର୍ଟ ର  ଲାହୋରୀ ଫାଟକ ଉପରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ଏକ ପରମ୍ପରା ଯାହାକି ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା  ଅନୁସରଣ କରାଯାଇ ଦେଶକୁ ସମ୍ବୋଧିତ କରାଯାଉଛି  ।


© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.